ପୁରୁଣା ଭିଡିଓକୁ ଶାହୀନା ବାଗ CAA ବିରୋଧ ପ୍ରଦର୍ଶନରେ ପାଇସା ନମିଳିବାରୁ ଦୁଇ ମୁସ୍ଲିମ ମହିଳା ଝାଗଡ଼ା କରିବାର ଦାବିରେ ଭାଇରାଲ କରାଯାଇଛି।

23 ଜାନୁଆରିରେ Paltu laha ନାମକ ଜଣେ ଫେୟବୁକ ୟୁଜର ଓଡିଶା ୱିତ୍ଥ ବିଜେପି ପେଜରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଦୁଇ ଜଣ ମୁସ୍ଲିମ ମହିଳା ପରସ୍ପରକୁ ଚପଲରେ ପିଟୁଥିବାର ଦେଖା ଯାଉଛନ୍ତି ଏବଂ ଆଖପାଖରେ ଥିବା ଲୋକମାନେ ଦୁଇଜଣ ମହିଳାକୁ ରୋକିବା ପାଇଁ ପ୍ରୟାଶକରୁଛନ୍ତି। ଭିଡିଓରେ ମହିଳା ଦୁଇଜଣଙ୍କର ଝଗଡ଼ା ଦେଖି ଲୋକ ଜାମା ହୋଇଥନ୍ତି। ତେବେ ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ,” ଦିଲ୍ଲି ଶାହିନ ବାଗ CAA ବିରୋଧ […]

Continue Reading

କ’ଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବେନର୍ଜି କାଳି ମାଁଙ୍କ ମୂର୍ତି ଭାଙ୍ଗି ହିନ୍ଦୁଙ୍କ ବିରୁଦ୍ଧରେ ଜିହାଦ କରୁଛନ୍ତି? ଜାଣନ୍ତୁ ସତ।

୨୧ ଜାନୁଆରୀ ରେ ଫେସବୁକର ଓଡ଼ିଶା ବିଜେପି ଷପୋର୍ଟର ନାମ ପେଜରେ ଅନୁପ ଜେନା ନାମକ ଜଣେ ଫେସବୁକ ୟୁଜର ଗୋଟିଏ ପୋଷ୍ଟ ଷେୟାର କରିଛନ୍ତି, ଯେଉଁ ତିରେ ଏହା ଦାବି କରା ଯାଇଅଛି ଯେ ମମତା ବେନର୍ଜି ସିଲିଗୁଡ଼ିର ଗେଟ ବଜାର ରେ ସ୍ଥାପିତ ଗୋଟିଏ କାଳି ମନ୍ଦିରରେ କାଳି ମାନକ ମୂର୍ତି ଭାଙ୍ଗିଛନ୍ତି। ଏହି ପୋଷ୍ଟରେ ଏହା ମଦଧୀ ଦାବି କରା ଯାଇଅଛି ଯେ ମୁଖ୍ୟମନ୍ତ୍ରୀ ମମତା ବେନର୍ଜି ନିଜ ପୁରା ତାକତ ଲଗାଇ […]

Continue Reading