ଜାଣନ୍ତୁ ଭାଇରାଲ ଫୋଟୋରେ ଇନ୍ଦିରା ଗାନ୍ଧିଙ୍କ ଶଶୁର ବୋଲି ଦାବି କରାଯାଇଥିବା ବ୍ୟକ୍ତି କିଏ।

5 ଜାନୁଆରିରେ Pradhan Madan ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, ଲାଲି ଠିକ୍ ମରାଯାଇଥିବା ବ୍ୟକ୍ତି ଇନ୍ଦିରା ଗାନ୍ଧିର ଶଶୁର ଅଟନ୍ତି। ଏହା ଛଡ଼ା ପୋଷ୍ଟରେ ଲେଖା ଯାଇଛି ଯେ, “ଫୋଟୋରେ ଇନ୍ଦିରା ଗାନ୍ଧିଙ୍କର ଶଶୁର ୟୁନିସ ଖାନଙ୍କ ସହ ଫିରୋଜ ଗାନ୍ଧିଏବଂ ଜୱାରଲାଲ ନେହେରୁ ଅଛନ୍ତି। ଏହି ଫୋଟୋ ବଡ଼ କଷ୍ଟରେ ମିଳିଛି।ଏହା ସହିତ ଲେଖା ଯାଇଛି ଯେ, ଏମାନେ ମୁସ୍ଲିମ […]

Continue Reading

କ’ଣ ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହି ବିମାନ? କ’ଣ ଏହି ବିମାନ ଏରିଆନା ଆଫଗାନ ଏୟାରଲାଇନ୍ସ ର ବିମାନ ଥିଲା? ଜାଣନ୍ତୁ ସତ।

୨୭ ଜାନୁଆରୀରେ ପବ୍ଲିକ ଭଏସ ନାମ ସାଇଟରେ ଏହା ଦାବିକରା ଯାଇଅଛି ଯେ ଆଫଗାନିସ୍ତାନର ପୂର୍ବ ଗଜନୀ ପ୍ରାନ୍ତରେ ସୋମବାର ଏହି ଦୁର୍ଘଟଣା ହୋଇଛି । ସୋମବାର ମଧ୍ୟାହ୍ନ ୧.୩୦ ମିନିଟରେ ଆଫଗାନିସ୍ତାନର ଏରିଆନା ଆଫଗାନ ଏୟାରଲାଇନ୍ସ କ୍ରାସ କରିଥିବା ସୂଚନା ମିଳିଛି । ଯେଉଁ ଅଞ୍ଚଳରେ ବିମାନଟି ଦୁର୍ଘଟଣାଗସ୍ତ ହୋଇଛି ସେଠାରେ ତାଲିବାନଙ୍କର ପ୍ରାର୍ଦୁଭାବ ଅଧିକ ରହିଛି । ତେବେ ଏହି ଦୁର୍ଘଟଣାରେ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଆଫଗାନିସ୍ତାନ […]

Continue Reading