କ’ଣ ଶାହାରୁଖ ଖାନ ପାକିସ୍ତାନକୁ 45 କୋଟି ଟଙ୍କା ସହାୟତା କରିଥିଲେ? କ’ଣ ଶାହାରୁଖ ଖାନ ଭାରତରେ ବିପଦ ସମୟରେ କେବେ ସହାୟତା ରାଶି ପ୍ରଦାନ କରି ନାହାନ୍ତି? ଜାଣନ୍ତୁ ସତ୍ୟ।
କୋରୋନା ଭାଇରସ ସହ ଲଢ଼ିବା ପାଇଁ ବଡ଼ ବଡ଼ ସେଲିବ୍ରିଟି, ନେତା ଅଭିନେତା ମାନେ ପ୍ରଧାନମନ୍ତ୍ରୀ କୋରୋନା ସହାୟାତା ଫଣ୍ଡକୁ ସହାୟତା ରାଷି ପ୍ରଦାନ କରୁଛନ୍ତି। ଅକ୍ଷୟ କୁମାର 25 କୋଟି, ଟାଟା କମ୍ପାନି 500 କୋଟି ଏବଂ ଅନ୍ୟାନ୍ୟ ଜଣାଶୁଣା ଲୋକମାନେ କୋରୋନା ସହାୟତା ଫଣ୍ଡରେ ସହାୟତା ରାଷି ପ୍ରଦାନ କରିଛନ୍ତି। ଦେଶ କୌଣସି ମହାମାରୀ ଅଥବା କୌଣସି ବିପଦରେ ଥିଲେ ନେତା ଏବଂ ଅଭିନେତା ମାନେ ନିଜ ମନ ଇଚ୍ଛାରେ ସହାୟତା ରାଶି ପ୍ରଦାନ […]
Continue Reading