କ’ଣ ଭଡ଼ାରେ ରହୁଥିବା ଡାକ୍ତରଏବଂ ନର୍ସ ମାନଙ୍କୁ ସଂକ୍ରମଣ ଭୟରେ ତାଙ୍କ ମାଲିକମାନେ ଘର ଖାଲି କରିବାକୁ କହୁଛନ୍ତି? କ’ଣ ଏହି ଫୋଟୋ ଭାରତର? ଜାଣନ୍ତୁ ସତ୍ୟ।
27 ମାର୍ଚରେ ଜଣେ ଫେସବୁକ ୟୁଜର ଆମ ଗାଁ ପରିବାର ନାମକ ଫେସବୁକ ପେଜରେ ଗୋଟିଏ ଫୋଟୋ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ଭଡ଼ାରେ ରହୁଥିବା ଡାକ୍ତର, ନର୍ସମାନଙ୍କୁ ସଂକ୍ରମଣ ଭୟରେ ତାଙ୍କ ଘର ମାଲିକମାନେ ଘର ଖାଲି କରିବାକୁ କହୁଛନ୍ତି। ଏହି ପୋଷ୍ଟରେ ଏହା କୁହା ଯାଇଅଛି ଯେ ଡାକ୍ତର ଏବଂ ନର୍ସ ମାନେ ୨୪ ଘଣ୍ଟା ଦିନରାତି ନିଜ ଜୀବନକୁ ମରଣମୁହଁକୁ ଠେଲି ଲୋକଙ୍କ ଜୀବନ ବଞ୍ଚାଇବାରେ ଲାଗିଛନ୍ତି। ଏହି ପୋଷ୍ଟରେ […]
Continue Reading