2020 ବଞ୍ଚିବାର ଏକ ବର୍ଷ, ଲାଭ ଏବଂ କ୍ଷତି ବିଷୟରେ ଚିନ୍ତା କର ନାହିଁ ଭଳି ରତନ ଟାଟା କୌଣସି ମତ ଦେଇ ନାହାଁନ୍ତି।
ଟାଟା ଗ୍ରୁପ୍ ଚେୟାରମ୍ୟାନ୍ ରତନ ଟାଟାଙ୍କ ନାମରେ ଏକ ଖବର ଭାଇରାଲ ହେଉଛି। ରତନ ଟାଟା ନ୍ୟୁଜ ପେଜକୁ ତାଙ୍କ ମତ ଦେଇଛନ୍ତି ଯେ,, “2020 ବଞ୍ଚିବାର ଏକ ବର୍ଷ, ଲାଭ ଏବଂ କ୍ଷତି ବିଷୟରେ ଚିନ୍ତା କର ନାହିଁ”। Umesh Garg ନାମକ ଜଣେ ଫେସବୁକ ୟୁଜର ଲେଖିଛନ୍ତି ଯେ, 2020 ବଞ୍ଚିବାର ଏକ ବର୍ଷ, ଲାଭ ଏବଂ କ୍ଷତି ବିଷୟରେ ଚିନ୍ତା କର ନାହିଁ: ରତନ ଟାଟା ଜାମସେଦପୁର | ବ୍ୟବସାୟ ପ୍ରଫେସନାଲମାନଙ୍କ […]
Continue Reading