କ‘ଣ ଓଡ଼ିଶାରେ ଅମ୍ପନ୍ ବାତ୍ୟା ରେ ଏକ ବିଜୁଳି ଖୁଣ୍ଟ ଖସିବାରୁ ଏହି ମହିଳାର ମୃତ୍ୟୁ ହୋଇଛି?

ଓଡ଼ିଶା ସରକାର କୋରୋନା ସହ ଲଢ଼ିବା ସହିତ ଏବେ ଅମ୍ପାନ ନାମକ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ଏବଂ ଲୋକମାନଙ୍କ ସମସ୍ୟା ଉପରେ ମଧ୍ୟ ଧ୍ୟାନ ଦେବ। ଏହା ପ୍ରଥମ ଥର ପାଇଁ ନୁହେଁ , 3 ମେ 2019ରେ ଆସିଥିବା ଫନୀରେ ବହୁଳ ମାତ୍ରାରେ ହୋଇଥିବା କ୍ଷୟ କ୍ଷତିରୁ ମଧ୍ୟ ଓଡ଼ିଶା ସରକାର ରାଜ୍ୟକୁ ବାହାର କରିଥିଲେ। 20 ମେ 2020 ଅର୍ଥାତ୍ ଏହି ବର୍ଷ ଅନ୍ୟ ଏକ ବାତ୍ୟା ଅମ୍ପନ୍ ଆସି କିଛି ମାତ୍ରାରେ […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ସୁନ୍ଦରବନ ଅଞ୍ଚଲରେ ଅମ୍ଫାନ ବାତ୍ୟାର ପ୍ରଭାବ ଦର୍ଶାଉଛି? ଜାଣନ୍ତୁ ସତ୍ୟ।

ବାତ୍ୟା ନେଇ ଡର କାହା ମନରେ ନଥାଏ। ବାତ୍ୟା ଲୋକଙ୍କ ଘର ପରିବାର, ଜିନିଷ ଏବଂ ଜୀବିକା କୁ କ୍ଷତି ପହଞ୍ଚେଇ ଥାଏ। ଓଡ଼ିଶାରେ ପ୍ରାୟ ବାତ୍ୟା ଦେଖିବାକୁ ମିଳି ଥାଏ। ୧୯୯୯ ମହାବାତ୍ୟା, ଫାଇଲିନ, ହୁଡ଼-ହୁଡ଼, ତିତଳି, ଫନି ଇତ୍ୟାଦି ବିଗତ ବର୍ଷ ଧରି ଦେଖିବାକୁ ମିଳିଛି। କାଲୀ ଆସିଥିବା ବାତ୍ୟା ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ବଙ୍ଗରେ ନିଜ ପ୍ରଭାବ ପକାଇଛି। ଏହି ସମୟରେ ସୋସିଆଲ ମିଡିଆ ରେ ଏହା କୁ ନେଇ ଗୁଜବ […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ଟିଭିରେ ପାକିସ୍ତାନ କୋରୋନା ସହ ଲଢ଼ିବା ପାଇଁ ସାହାଯ୍ୟ ମାଗୁଥିବା ଖବର ଦେଖି ତାଳି ମାରୁଛନ୍ତି ? ଜାଣନ୍ତୁ ସତ୍ୟ।

କୋରୋନା କାରଣରୁ ଦେଶରେ ଲକଡାଉନ ସ୍ଥିତି ବନିଛି। ଦେଶ ବାହାରେଥିବା ଲୋକେ ପଇସା ଦେଇ ଫ୍ଲାଇଟରେ ନିଜ ନିଜ ଘରେ ପହଁଚିଲେ କିନ୍ତୁ ଏହାର ଏକ ବଡ଼ ପ୍ରଭାବ ଗରିବ ଶ୍ରେଣିର ଲୋକମାନଙ୍କୁ ଭୋଗିବାକୁ ପଢ଼ୁଛି। ଗାଡ଼ି ମଟର ନ ଚାଲୁଥିବାରୁ ଗରିବ ଶ୍ରେଣିର ଲୋକେ ଚାଲିଚାଲି ନିଜ ଘରକୁ ଆସୁଥଇବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି। ଏହା ଛଡ଼ା କେଉଂ ଦେଶ କୋରୋନା ଭାଇରସ ସହ କିପରି ଲଢ଼ୁଛି ସେ ନେଇଁ ମଧ୍ୟ ଖବର […]

Continue Reading