ରିଲାଏନ୍ସ ଜିଓ ବିଜ୍ଞାବନରୁ ଶାହାରୁଖ ଖାନଙ୍କୁ ବାହାର କରି ଅକ୍ଷୟ କୁମାରଙ୍କୁ ନିଯୁକ୍ତି ଦେବା ଦାବି ମିଥ୍ୟା ଅଟେ।

ସୁଶାନ୍ତ ସିଂ ରାଜପୁତ  ଆତ୍ଣହତ୍ୟା ପରେ ସୋସିଆଲ ମିଡ଼ିଆରେ ସମସ୍ତ ଖାନ୍ ଏବଂ ଅନ୍ୟ ସୁପରଷ୍ଟାରମାନଙ୍କୁ ବଏକଟ କରିବା ପାଇଁ ଦାବି କରାଯାଉଛି। ଏଥି ମଧ୍ୟ ଏକ ଖବର ସୋସିଆଲ ମିଡ଼ିଆରେ ଭାଇଈରାଲ ହେଉଛି ଯେ, ରିଲାଏନ୍ସ ଜିଓ ସିମ ବିଜ୍ଞାବନରୁ ଶାହାରୁଖ ଖାନଙ୍କୁ ବାହାର କରି ଦିଆଯାଇଛି। ଏବଂ ତାଙ୍କ ବଦଳରେ ଅକ୍ଷୟ କୁମାରଙ୍କୁ ନିଯୁକ୍ତି ମିଳିଛି।  Ankita saha ନାମକ ଜଣ ଫେସବୁକ ଯୁଜର ଏହା ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ Bycott#Khan ବୋଲି […]

Continue Reading

କ’ଣ ପେଟିଏମ୍ ଚାଇନୀଜ ଏପ୍ ହେଇଥିବାରୁ ମଧ୍ୟ ମୋଦୀ ଏହା କୁ ବ୍ୟାନ କରିଲେ ନାହିଁ? ଜାଣନ୍ତୁ ସତ୍ୟ।

ବିଗତ ଦିନ ରେ ଭାତ ଚୀନ ସୀମା ରେ ଯୁଧ୍ୟ ହେଇଥିବାରୁ ୨୦ ଭାରତ ସୈନ୍ୟ ଶହିଦ ହେଇଛନ୍ତି। ଏହା ପରେ ସମସ୍ତ ଦେଶବାସୀଙ୍କ ମନ ରେ ଚୀନ ପ୍ରତି କ୍ରୋଧ ଦେଖିବା କୁ ମିଳିଛି। ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳିଛି ଯେଉଁତିରେ ଲୋକେ ଚୀନ ସାମଗ୍ରୀ କୁ ବହିସ୍କାର କରୁଛନ୍ତି। ଏହା ଦେଖି ସରକାର ମଧ୍ୟ ଦେଶରେ ଚୀନର ୫୯ ଟି ଏପ୍ ବ୍ୟାନ କରିଛି। ଏହି ସମୟରେ ସୋସିଆଲ […]

Continue Reading

ଆଜିମ ପ୍ରେମଜି କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରୀଙ୍କ ପାଣ୍ଠିକୁ 50 ହଜାର କୋଟି ଟଙ୍କା କରିନାହାନ୍ତି।

କୋରୋନା ମୁକାବିଲା ପାଇଁ ଦେଶରେ ଲଢ଼େଇ ଜାରି ରହିଛି। କୋରୋନା ସଂକ୍ରମଣ ପାଇଁ ଅନେକ ନେତା ଅଭିନେତା ପ୍ରଧାନମନ୍ତ୍ରୀ ଦାନ ପାଣ୍ଠିରେ ଦାନ ମଧ୍ୟ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଆଲୋଚନା ମଧ୍ୟ କରାଯାଇଛି ଯେ, କେଉଁ ନେତା କେତେ ଦାନ କଲେ ଏବଂ କେଉଁ ଅଭିନେତା କେତେ ଦାନ କଲେ। ଏଧି ମଧ୍ୟରେ ସୋସିଆଲ ମିଡ଼ିଆରେ ଅନ୍ୟ ଏକ ଖବର ଭାଇରାଲ ହେଉଛି ଯେ, ୱିପ୍ରୋର ମାଲିକ  ଆଜିମ ପ୍ରେମଜି ଜାତିରେ ମୁସଲିମ […]

Continue Reading