ଆକାଶରେ ରାଫେଲ ଜେଟରେ ଇନ୍ଧନ ଭର୍ତ୍ତି କରାଯାଉଥିବା ଦାବିରେ ଭାଇରାଲ ହେଉଥିବା ଭିଡିଓ ବ୍ରାଜିଲର ଅଟେ ।

ଫ୍ରାନ୍ସରେ ବନିଥିବା ରାଫେଲ ବିମାନ ଭାରତ ପହଁଚି ସାରିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଏବଂ ଆଲୋଚନା କରାଯାଉଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ଭାରତ ଆସିଥିବା ରାଫେଲ ଜେଟରେ ଇନ୍ଧନ ଭର୍ତ୍ତି କରାଯାଉଥିବାର ଭିଡିଓ ଅଟେ। 30 ଜୁଲାଇରେ OTV English ଓଡ଼ିଆ ନ୍ୟୁଜ ଚ୍ୟାନେଲର ଫେସବୁକ ପେଜରେ ଭାଇରାଲ ଭିଡିଓର ପୋଷ୍ଟ ମିଳିଲା। ପୋଷ୍ଟରେ ଦାବି କରାଯାଇଛି ଯେ, Mid […]

Continue Reading