ଏଡିଟ୍ ଫୋଟୋକୁ ଶ୍ରୀନଗ ଲାଲ ଚୌକଠାରେ ଭାରତୀୟ ତ୍ରୀରଙ୍ଗା ଲଗାଯାଇଥିବା ଦାବିରେ ଭାଇରାଲ କରାଯାଉଛି।
ଅଗଷ୍ଟ 15 ଅର୍ଥାତ୍ ସ୍ୱାଧୀନତା ଦିବସ, ଦେଶ ସ୍ୱାଧୀନ ହେଲା ପରଠାରୁ ଏହି ଦୀନକୁ ସମସ୍ତେ ଗର୍ବର ସହ ମନାଇଥାନ୍ତି। 15 ଅଗଷ୍ଟରେ ମଧ୍ୟ ସୋସିଆଲ ମିଡିଆରେ ସ୍ୱାଧୀନତା ଦିବସ ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଥିଲା। ସେଥି ମଧ୍ୟରୁ ଏକ ଫୋଟୋ ଭାଇରାଲ ହେଉଥିଲା ଲାଲ ଚୈକର । 15 ଅଗଷ୍ଟେରେ Bjp Namo Odisah ଜଣେ ଫେସବୁକ ଯୁଜର ତାଙ୍କ ଆକାଉଣ୍ଟରେ ଏହି ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲାଲ ଚୌକରେ […]
Continue Reading