ଚେନ୍ନାଇ ପୋଲିସ୍ କର୍ମଚାରୀଙ୍କୁ ମୁସଲମାନ ବ୍ୟକ୍ତିଙ୍କ ଦ୍ୱାରା ମାଡ ଦିଆଯିବା ଖବର ବିଭ୍ରାନ୍ତିକର ଏବଂ ମିଥ୍ୟା ଅଟେ।

ସୋସିଆଲ ମିଡିଆରେ ଏକ ଆହତ ଏକ ବ୍ୟକ୍ତିର ଫୋଟୋ ଏବଂ ରକ୍ତ ଜୁଡୁବୁଡୁ ପୋଲିସ୍ ୟୁନିଫର୍ମରେ ଭାଇରାଲ ହେଉଛି।  ଫଟୋ ମାଧ୍ୟମରେ ଦାବି କରାଯାଇଛି ଯେ ତାମିଲନାଡୁର ଚେନ୍ନାଇର ଜଣେ ପୋଲିସ୍ ଉପରେ  ମୁସଲମାନ ମାଓବାଦୀମାନେ ଆକ୍ରମଣ କରିଥିଲେ। ମଦ ପିଇ ନିଶାରେଥିବା ତିନିଜଣ ମୁସଲମାନ ଯୁବକ ଏକ ମହିଳା ସହ ଦୁର୍ବ୍ୟବହାର କରିବାକପ ଚେଷ୍ଟା କରୁଥ୍ବା ସମୟରେ ପୋଲିସ କର୍ମି ଜଣକ ମହିଳାକୁ ବଞ୍ଚାଇବାକୁ ଯାଇଥିଲେ। ସେତେବେଳେ ମୁସ୍ଲିମ ଯୁବକମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ। […]

Continue Reading

ନବଜାତ ଜନ୍ମପରେ ମୃତ ମାଁକୁ ଦେଖି କାନ୍ଦୁଥିବା ଡାକ୍ତର ଫଟୋର ଜାଣନ୍ତୁ ସତ୍ୟ ।

8 ସେପ୍ଟେମ୍ବରରେ M.M Foundation ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଦୁଇଟି ଫଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ପ୍ରସବ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋବାର ଦେଖି  ଡାକ୍ତର କାନ୍ଦୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଏହି ଫୋଟୋ ଦୁଇଟିକୁ ଦେଖନ୍ତୁ ! ଦୀର୍ଘ ୧୪ ବର୍ଷ ହେଲା କୋଳରେ ଛୁଆ ଟିଏ ପାଇବା ପାଇଁ ଠାକୁରଙ୍କୁ ଡାକୁଥିଲେ ! ଶେଷରେ ଭଗବାନ ଡାକ ଶୁଣିଲେ ,କିନ୍ତୁ ଅତି ଦୁଃଖର କଥା […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ କରଣି ସେନା କଙ୍ଗନା ରଣାୱାତଙ୍କୁ ସମର୍ଥନ ଦେବା ପାଇଁ ଆସୁଛନ୍ତି? ଜାଣନ୍ତୁ ସତ୍ୟ।

ସୁଶାନ୍ତ ସିଂହ ରାଜପୂତଙ୍କ ଦେହାନ୍ତ ମାମଲାରେ ମୁହଁ ଖୁଳି କଙ୍ଗନା ରଣାଉତ ଗଣମାଧ୍ୟମରେ ଅନେକ ବୟାନ ଦେଇଥିଲେ। ସେ ବୋଲିୱୂଡରେ ବିସ୍ତାର ହେଇଥିବା ନେପୋଟିଯିମ୍ ବିରୂଢରେ ବୟାନ ଦେଇଥିଲେ। ରିୟା ଚକ୍ରବୋର୍ତିଙ୍କୁ ନାର୍କୋଟିକ୍ସ ଦ୍ରଗ୍ସ ମାମଲାରେ ଗିରଫ କରିଲା ପରେ କଙ୍ଗନା ଅନେକ ଅଭିନେତା ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବିରୁଦ୍ଧରେ ଅନେକ କଥା ସୋସିଆଲ ମିଡିଆରେ ମଧ୍ୟ କହି ଥିଲେ। ଏହା ନେଇ ଶିବ ସେନା ସେନା ସରକାର ଦ୍ଵାରା ବିଏମସୀ ମାଧ୍ୟମରେ କଙ୍ଗନାଙ୍କ ଅଫିସ […]

Continue Reading