ଭାଇରାଲ ଫଟୋରେଥିବା ମହିଳା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ନୁହଁନ୍ତି।

12 ଅଗଷ୍ଟରେ  Samir Kumar ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦାବି କରାଯାଇଛି ଯେ, ଭାଇରାଲ ଫୋଟୋରେଥିବା ମହିଳା ମୋଦୀଙ୍କ ପତ୍ନୀ କଂଗ୍ରେସରେ ଯୋଗ ଦେଲେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ମୋଦୀ ଜୀଙ୍କ ପତ୍ନୀ ଯୋଗ ଦେଲେ କଂଗ୍ରେସରେ ,ଜୟ କଂଗ୍ରେସ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।  ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive […]

Continue Reading