2013 ଫଟୋକୁ ବର୍ତ୍ତମାନର କୃଷକ ବିରୋଧ ପ୍ରଦର୍ଶନ ଦାବିରେ ଭାଇରାଲ କରାଯାଉଛି।

ଦେଶସାରା କୃଷକମାନଙ୍କର ଆନ୍ଦୋଳନ ଚାଲୁଥିବା ବେଳେ, ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲିଗିଛି। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରେ ଜଣେ ବୃଦ୍ଧ ବ୍ୟକ୍ତି ହାତରେ ବାଡ଼ି ଏବଂ ପଥର ଧରିଛନ୍ତି। ଅନ୍ୟପଟେ ଜଣେ ବ୍ୟକ୍ତି ହାତରେ ବନ୍ଧୁକ ଧରି ବୃଦ୍ଧ ବ୍ୟକ୍ତିକୁ ଡରଉଥିବାର ଦେଖାଯାଉଛିନ୍ତି। ଏହି ଫଟୋକୁ କୃଷକ ବିରୋଧ ପ୍ରଦର୍ଶନ ସହ ଜୋଡ଼ି ଭାଇରାଲ କରାଯାଉଛି। 21 ସେପ୍ଟେମ୍ବରରେ Pravat Panigrahi ନାମକ ଜଣେ […]

Continue Reading

21 ସେପ୍ଟେମ୍ବରେ ବାଙ୍ଗାଲୋରରେ କୃଷକ ଆନ୍ଦୋଳରନ ଦାବିରେ ଭାଇରାଲ ହେଉଥିବା ଫଟୋ 3 ବର୍ଷ ପୁରୁଣା ଅଟେ।

ଦେଶରେ  କୃଷକମାନଙ୍କ ଦାବି ନେଇ ବ୍ରୋଧ ପ୍ରଦର୍ଶନ ଚାଲିଛି। ଏହାର କିଛି ଝଲକ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ପ୍ରଦର୍ଶନର କିଛି ଭିଭିଓ ଏବଂ ଫଟୋ ଭାଇରାଲ ହେବାରେ ଲିଗିଛି। 22 ସେପ୍ଟେମ୍ବରରେ Srikanta Mohanty ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ କୃଷକ ପ୍ରଦର୍ଶନର ଏକ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଫଟୋରେ ସଂଖ୍ୟାଧିକ କୃଷକ ପ୍ରଦର୍ଶନ କରୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, 21 ସେପ୍ଟେମ୍ବରରେ […]

Continue Reading

କ’ଣ ଦୀପିକାଙ୍କ ପୋଷାକରେ ଚାଷୀଙ୍କ ପାଇଁ ସମର୍ଥନ ବିଷୟରେ ଲେଖା ଯାଇଅଛି? ଜାଣନ୍ତୁ ସତ୍ୟ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ରିୟା ଚକରବୋରତ୍ତି ଏବଂ ଅନ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ନାମ ନିଶା କରୁଥିବା ସାମନାକୁ ଆସିଛି। ନିଶା ନିୟନ୍ତ୍ରଣ ବ୍ୟୁରୋ ରିୟାଙ୍କୁ ଗିରଫ କରିଲା ପରେ ବର୍ତମାନ ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ସାମନାକୁ ଆସିଛି। ଏହି କଥା ନେଇ ସୋସିଆଲ ମିଡିଆରେ ଦୀପିକାଙ୍କ ନାମରେ ଅନେକ ପୋଷ୍ଟ ଦେଖିବାକୁ ମିଳିଛି। ୨୭ ସେପ୍ଟେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି। ଏହି ଫୋଟୋରେ ଦେଖିବାକୁ ମିଳିଛି […]

Continue Reading

କ’ଣ ବାଲେଶ୍ଵର ସାଂସଦ ରବୀନ୍ଦ୍ର ଜେନା ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି? ଜାଣନ୍ତୁ ସତ୍ୟ।

Photo Credit: Sambad English ୨୩ ସେପ୍ଟେମ୍ବରରେ ଜଣେ ଫେସବୁକ ୟୁଜର ପ୍ରତାପ ସଡ଼ଙ୍ଗି ନାମକ ଫେସବୁକ ଗ୍ରୁପରେ ଗୋଟିଏ ପୋଷ୍ଟରେ ଦାବି କରିଛନ୍ତି ଯେ ଓଡ଼ିଶାର ବାଲେଶ୍ଵର ସହର ର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେଡି ଦଳରୁ ନିଜ ଇସ୍ତଫା ଦେଇଛନ୍ତି। ଏହି ପୋଷ୍ଟରେ ଏହା ମଧ୍ୟ କୁହା ଯାଇଅଛି ଯେ ବିଜେଡି ରବୀନ୍ଦ୍ର ଜେନାଙ୍କୁ କଣଠେସାକରି ରାଖୀ ଥିଲା। ବର୍ତମାନ କେବଳ ବିଜେପି ବା କଂଗ୍ରେସ ହି ରବୀନ୍ଦ୍ରଙ୍କର ସାହା ଅଟନ୍ତି।  Facebook […]

Continue Reading