ବାପା ଝିଅକୁ ବିବାହ ସମୟରେ ଚୁମ୍ବନ କରୁଥିବା ଭିଡିଓ କୁ ମୌଲାନା ବଧୂକୁ ଚୁମ୍ବନ କରୁଥିବା ଦାବିରେ ଭାଇରାଲ ହେଉଛି।

ହିନ୍ଦୁ ମୁସଲମାନ ଧର୍ମକୁ ନେଇ ସୋସିଆଲ ମିଡିଆରେ ଅନେକ ବିବାଦ ଲାଗି ରହିଥାଏ। ଏହା ସହ କିଛି ଭିଡିଓ ଏବଂ ମଧ୍ୟ ଭାଇରାଲ ହୁଏ ଯାହାକି ଧର୍ମ ଏବଂ ସଂସ୍କୃତିକୁ ନେଇ ପ୍ରଶ୍ନ ବାଚକ ବନିଯାଏ। ସୋସିଆଲ ମିଡିଆରେ ଭାଇରାଲ ଫଟୋ ଏବଂ ଭିଡିଓର ଆଲୋଚନା ମଧ୍ୟ କରାଯାଏ , ଯାହାର ପ୍ରଭାବ ସାମ୍ପ୍ରାଦୟ ଉପରେ ମଧ୍ୟ ପକାଇଥାଏ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମୌଲାନା ମୁସ୍ଲିମ ବଧୂକୁ ଚୁମ୍ବନ […]

Continue Reading

କଟକ ବରିଷ୍ଠ ବିଜେପି ନେତା ସମୀର ଦେଙ୍କ ନିଦ୍ଧନ ହୋଇଛି କି ?

କଟକର ବିଜେପି ସଦସ୍ୟ ସମୀର ଦେ ଗତ କିଛି ଦିନ ହେଲା ଅସୁସ୍ଥ ଥିବାର ଖବର ସାମ୍ନାକୁ ଆସିଥିଲା। 19 ଅକ୍ଟୋବର ରାତିରେ ସୋସିଆଲ ମିଡିଆରେ ଖବର ଭାଇରାଲ ହେଲା ଯେ, କଟକର ବିଜେପି ସଦସ୍ୟ ସମୀର ଦେଙ୍କ ମୃତ୍ୟୁ ହୋଇଯାଇଛି। ଏହି ଖବର ଦୁଇ ଘଣ୍ଟାରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା। ବିଜେଡି ନେତା ପ୍ରତାପ ଜେନା ତାଙ୍କ ଟ୍ୱିଟର ଆକାଉଣ୍ଟରେ କଟକର ବିଜେପି ସଦସ୍ୟ ସମୀର ଦେଙ୍କ ମୃତ୍ୟୁ ଖବର ପ୍ରକାଶିତ କରିଥିଲେ। […]

Continue Reading

କ’ଣ ଦିଲ୍ଲୀ- ମୁମ୍ବାଇ ଏକ୍ସପ୍ରେସରେ ନିର୍ମାଣ ହେଲା ପ୍ରଥମ ଆନିମଲ କରିଡ଼ୋର ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାସ୍ତା ଉପରେ ଏକ ବ୍ରିଜ ବନିଥିବାର ଦେଖାଯାଉଛି। ଏହା ସହ ବ୍ରିଜ ଉପରେ କିଛି ଗଛ ଲାଗି ଜଙ୍ଗଲପରିଥିବାର ଦେଖାଯାଉଛି। ବ୍ରିଜଟି ରାସ୍ତାର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱ ସହ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ଫଟୋକୁ ନେଇ ଦାବି କରାଯାଉଛି ଯେ, ଦିଲ୍ଲୀ- ମୁମ୍ବାଇ ଏକ୍ସପ୍ରେସରେ ଆନିମଲ କରିଡୋରର ପ୍ରଥମ ନିର୍ମାଣ ହୋଇଛି।  ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଉଥିବା ଦାବି ମିଥ୍ୟା […]

Continue Reading