କ’ଣ ପ୍ୟାରିସରେ ରାସ୍ତା ଅବର୍ଦ୍ଧ କରି ନମାଜ ପଢୁ ଥିବା ସମୟରେ ଫ୍ରାନ୍ସ ନିବାସୀ ତାଙ୍କ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିଥିବା ଭିଡିଓ ବର୍ତମାନ ସମୟର? ଜାଣନ୍ତୁ ସତ୍ୟ।
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ପ୍ୟାରିସରେ ଆତଙ୍କବାଦ ସହିତ ଜଡ଼ିତ ଘଟଣା ଉପରେ ନିଜ ମନ୍ତବ୍ୟ ଦେବା ପରେ ସୋସିଆଲ ମିଡିଆରେ ବିରୋଧ ରୂପରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। ଏହି ମଧ୍ୟରେ ଗୋଟିଏ ଭିଡିଓ ଦେଖିବା କୁ ମିଳିଛି ଯେଉଁଥିରେ ଶହ ଶହ ବିକ୍ଷୋଭକାରୀ ରାସ୍ତାରେ ଯାଉଥିବା ଦର୍ଶାଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେ ପ୍ୟାରିସରେ ମୁସଲମାନ ମାନେ ରାସ୍ତା ଅବରୋଧ କରି ନମାଜ ପଢୁଛନ୍ତି। ଫେକ୍ଟ କୃସେଣ୍ଡୋ ଏହି […]
Continue Reading