ବେଙ୍ଗାଲୁରୁର କୃଷକମାନେ ନିଜର ସୁପର ମାର୍କେଟ ଖୋଲିଛନ୍ତି ?
ଦିଲ୍ଲୀରେ ଚାଲିଥିବା କୃଷକଙ୍କ ଆନ୍ଦୋଳନକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ଅନ୍ୟ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ସୁପରମାର୍କେଟର ଫଟୋ ଅଛି। ଫଟୋରେ ଦାବି କରାଯାଇଛି ଯେ, ବେଙ୍ଗାଲୁରୁର କୃଷକମାନେ ନିଜର ସୁପର ମାର୍କେଟ ଖୋଲିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 17 ଡିସେମ୍ବରରେ Dipak Kumar Pani ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ […]
Continue Reading