2019 ଭିଡିଓକୁ କୋରୋନା ସମୟରେ ମୁକେଶ ଅମ୍ବାନୀଙ୍କ ନାତିର ଏକୋଇଶା ମନାଉଥିବା ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ମୁକେଶ ଅମ୍ବାନୀର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ମକେଶ ଅମ୍ବାନୀ ଏକ ବଡ଼ ପାର୍ଟୀ ଦେଉଥିବାର ଦେଖାଯାଉଛି। 10 ଡିସେମ୍ବରରେ ମୁକେଶ ଅମ୍ବାନୀର ନାତୁଣି ଜନ୍ମ ହୋଇଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ମିଥ୍ୟା ଖବର ଭାଇରାଲ ହେଇଥିଲା। ଏବେ ମଧ୍ୟ ଭାଇରାଲ ଭିଡିଓରେ ଦାବି କରାଯାଉଛି ଯେ, କୋଭିଡ -19 ମହାମାରୀର ନିର୍ଦ୍ଦେଶାବଳୀ କେବଳ ସାଧାରଣ ଲୋକଙ୍କ ପାଇଁ ଏବଂ ଅମ୍ବାନୀଙ୍କ ପରି ଶକ୍ତିଶାଳୀ ବ୍ୟକ୍ତିମାନେ ଯେତେବେଳେ ଚାହିଁବେ ସେତେ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଟୀକା ଫାଇଜର କମ୍ପାନୀ ଦ୍ଵାରା ନିର୍ମିତ କୋରୋନା ଟୀକା ଅଟେ? ଜାଣନ୍ତୁ ସତ୍ୟ।

କୋରୋନା ମାହାମାରୀ ଏବଂ ଏହାର ଟୀକା ବିଷୟରେ ସୋସିଆଲ ମିଡିଆରେ ଭୁଲ ତଥ୍ୟ ସହିତ ଅନେକ ପୋଷ୍ଟ ଭାଇରାଲ ହେଉଛି। କୋରୋନା ଟୀକା ଦର୍ଶାଇ ଏକ ଫୋଟୋ କାଟ୍ରିଜ୍ ଧାରଣ କାରିଥିବା ଏକ ପ୍ୟାକେଜ ଯାହା ଏକ ଇଲେକ୍ଟ୍ରୋନିକ୍ ସିଗାରେଟରେ ବ୍ୟବହୃତ ହେବ ଏବଂ ବାଷ୍ପ ଭାବରେ ନିଶ୍ଵାସରେ ନିଆଯିବ, ତାହା ସୋସିଆଲ ମିଡିଆରେ ବହୁ ଧ୍ୟାନ ଆକର୍ଷକ କରୁଛି। ଏହା ଏକ ଫାଇଜର ବ୍ରାଣ୍ଡିଂ ବହନ କରିଛି ଏବଂ ଏହାକୁ “ଏକକ ଦୋଜ୍” ଟୀକା କାଟ୍ରିଜ୍ […]

Continue Reading

କ’ଣ କୃଷକ ନେତା ଭି.ଏମ.ସିଂହ ନିର୍ବାଚନରେ କରଗ୍ରେସ ପ୍ରାଥି ଅଟନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ କୃଷକ ନେତା ଭି.ଏମ.ସିଂହଙ୍କ ନାମ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେଉଛି। ବିଭିନ୍ନ ସୋସିଆଲ ମିଡିଆ ଉପଭୋକ୍ତା ମାନେ ଦାବି କରୁଛନ୍ତି ଯେ ଭି.ଏମ.ସିଂହ କଂଗ୍ରେସ ଦଳର ଜଣେ ନିର୍ବାଚନ ପ୍ରାଥି ଏବଂ ୬୩୧ କୋଟି ସମ୍ପତ୍ତି ଥିବା ଜଣେ ଚାଷୀ ଯିଏ ବର୍ତ୍ତମାନ କୃଷକ ଆନ୍ଦୋଳନରେ ଚାଷୀଙ୍କୁ ସମର୍ଥନ କରୁଛନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର?  ୧୪ ଡିସେମ୍ବର ରେ […]

Continue Reading