କ’ଣ ଭିଡିଓରେ ଥିବା ବ୍ୟକ୍ତି ଆଇପିଏସ ଅଫିସର ଶୈଳଜକାନ୍ତ ମିଶ୍ର ଅଟନ୍ତି? ଜାଣନ୍ତୁ ସତ୍ୟ।
ଅପରାଧୀ ମାନେ ରାଜନୀତି ସହିତ ଜୁଆଡ଼ି ହେବା କଥା ଆମେ ସମସ୍ତେ ଜାଣିଛୁ। କିନ୍ତୁ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଅଛି ଯେଉଁଥିରେ ଅପରାଧୀ ମାନେ କେଉଁ ଉପାଏରେ ରାଜନୀତି ଦଳରେ ଦାଖଲ ହୁଅନ୍ତି ସେୟା ଏହି ଭିଡିଓରେ ବର୍ଣନା କରା ଯାଇଅଛି। ରାଜନୀତିରେ ଅପରାଧିକ ନେତାଙ୍କୁ ପ୍ରକାଶ କରୁଥିବା ଏହି ଭିଡିଓ ଆଇପିଏସ ଅଧିକାରୀ ଶୈଳଜକାନ୍ତ ମିଶ୍ରଙ୍କ ଭିଡିଓ ବୋଲି ଦାବି କରା ଯାଇଅଛି। ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ […]
Continue Reading