କ’ଣ ପାକିସ୍ତାନ ମନ୍ତ୍ରୀ ଜଫର ହିଲାଲି ସ୍ବୀକାରିଛନ୍ତି ଯେ ଭାରତର ବାଲାକୋଟ ଉପରେ ଆକ୍ରମଣରେ ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ହେଇଛି? ଜାଣନ୍ତୁ ସତ୍ୟ।

ପାକିସ୍ତାନରୁ ବାହାରୁଥିବା ଖବର ଇମରାନ ଖାନ ପ୍ରଶାସନକୁ ଗଭୀର ଭାବେ ଲଜ୍ଜିତ କରିଛି। ଏକ ଆଶ୍ଚର୍ଯ୍ୟଜଣକ ପ୍ରକାଶରେ, ପାକିସ୍ତାନର ପୂର୍ବତନ କୂଟନୀତିଜ୍ଞ ଆଗା ହିଲାଲି ଗଣମାଧ୍ହୟମରେ ସ୍ଵୀକାର କରିଛନ୍ତି ଯେ ୨୬ ଫେବ୍ରୁଆରି ୨୦୧୯ ରେ ବାଲାକୋଟ ଏୟାର ଷ୍ଟ୍ରାଇକ୍ ରେ ଭାରତ ଦ୍ଵାରା ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଭିଡିଓରେ ଆପଣ ହିଲାଳି କହୁଛନ୍ତି ଯେ, “ଭାରତ ଆନ୍ତର୍ଜାତୀୟ ସୀମା ଅତିକ୍ରମ କରି ଏକ ଯୁଧ୍ୟ କାର୍ଯ୍ୟ କରିଥିଲା ଯେଉଁଥିରେ ୩୦୦ ଜନଙ୍କସର ମୃତ୍ୟୁ ହେଇଥିବା […]

Continue Reading