କ’ଣ ବାବା ରାମଦେବଙ୍କ ପତାଞ୍ଜଳି ଦ୍ଵାରା ନିର୍ମିତ କୋରୋନିଳକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ ଦେଇଛି? ଜାଣନ୍ତୁ ସତ୍ୟ।
୧୯ ଫେବ୍ରୁଆରିରେ ଈଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପତାଞ୍ଜଳିର କୋରୋନିଳକୁ କୋରୋନା ଭାଇରସର ଚିକିତ୍ସା ଭାବରେ ଅନୁମୋଦନ କରିଥିବା ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ପତାଞ୍ଜଳିର କୋରୋନିଲକୁ ବିଶ୍ଵସ୍ୱାସ୍ଥ୍ୟ ସଂଗଠନ ୧୫୪ ଦେଶରେ ବିକିବା ପାଇଁ ଅନୁମୋଦନ ଦେଇଛି। ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। Facebook | Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ସର୍ଚ କରି ବାହାର […]
Continue Reading