କ’ଣ ଶୟଦ ଶବ୍ବିରଙ୍କୁ ମୃତ ଲୋକଙ୍କ ମର ଶରୀରରକୁ ନିଜ ପଇସାରୁ ସଂସ୍କାର କରିବା ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରା ଯାଇଅଛି? ଜାଣନ୍ତୁ ସତ୍ୟ।
ଭାରତ ରତ୍ନ, ପଦ୍ମବିଭୂଷଣ ଏବଂ ପଦ୍ମଭୂଷଣ ପରେ ପଦ୍ମଶ୍ରୀ ପୁରସ୍କାର ଭାରତର ଚତୁର୍ଥ ସର୍ବଶେଷ୍ଠ ପୁରସ୍କାର ମାନା ଯାଏ। ପ୍ରତିବର୍ଷ ଭାରତ ଗଣତନ୍ତ୍ର ଦିବସରେ ଏହାକୁ ଭାରତ ସରକାର ପ୍ରଦାନ କରିଥାଏ। ଏହି ବର୍ଷ ଗଣତନ୍ତ୍ର ଦିବସ ଦିନ ଭାରତର ରାଷ୍ଟ୍ରପଟି ରାମନାଥ କୋଭିନ୍ଧଙ୍କ ଦ୍ଵାରା ଶୟଦ ଶବ୍ବିର ନାମକ ଜଣେ ବ୍ୟକ୍ତିଙ୍କୁ ଏହି ପୁରସକାରରେ ସମାନୀତ କରା ଯାଇଅଛି। ଏହି ବିଷୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା […]
Continue Reading