କେରଳରେ ଯୋଗୀଙ୍କୁ ବିଜେପି କର୍ମୀ ବିଜେପି ପତାକା ପ୍ରସ୍ତୁତ କରି ସ୍ୱାଗତ କରିଛନ୍ତି?
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେରଳ ଗ୍ରସ୍ତରେ ଯାଇଥିବା ବେଳେ ସୋସିଆଲ ମିଡିଆରେ ଏହାର ଅନେକ ଫଟୋ ଏବଂ ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଲୋକମାନେ ବିଜେପିର ପଦ୍ମଚିହ୍ନ ବନାଇ ଠିଆ ହୋଇଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କେରଳରେ ଯୋଗୀଙ୍କୁ ଏହିପରି ଢଙ୍ଗରେ କଲେ ସ୍ୱାଗତ। 22 ଫେବୃଆରିରେ Srikant Das ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। […]
Continue Reading