କ’ଣ ପୋଷ୍ଟ ହେଇଥିବା ଫୋଟୋ ବର୍ତ୍ତମାନ ସମୟରେ ସୀମିଳିପାଳ ଅଗ୍ନିକାଣ୍ଡର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।
ସୀମିଳିପାଳ ଅଗ୍ନିକାଣ୍ଡ ଘଟଣା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାଇରାଲ ହେଉଛି। ଏହି ପରି ଗୋଟିଏ ପୋଷ୍ଟକୁ ଫେକ୍ଟ କୃସେଣ୍ଡୋ ମିଥ୍ୟା ପ୍ରମାଣ କରି ସାରିଛି। ୪ ମାର୍ଚରେ ଏହି ପୋଷ୍ଟରେ ୪ଟି ଫୋଟୋ ଭାଇରାଲ କରି ଦାବି କରା ଯାଇଅଛି ଯେ ଏହି ଫୋଟୋ ସିମିଳିପାଳ ଅଗ୍ନିକାଣ୍ଡର ଫୋଟୋ ଅଟେ। ଗତ ୧୦ ଦିନରୁ ଅଧିକ ହେଲାଣି ଏହି ଅଗ୍ନିକାଣ୍ଡ ଲାଗି ରହିଛି। ଫେକ୍ଟ କୃସେଣ୍ଡୋ ଏହି ଫୋଟୋ ସିମିଳିପାଳର ହେଇଥିବା ଦାବିକୁ […]
Continue Reading