କ’ଣ ମାସ୍କ ବ୍ୟବହାର କରିଲେ ଶରୀରରେ ଅମ୍ଳଜାନ ସ୍ତର ଘଟି ଯାଇଥାଏ? ଜାଣନ୍ତୁ ସତ୍ୟ।

କରୋନାର ଦ୍ଵିତୀୟ ତରଂଗ ଦେଶରେ ନିଜ କାୟା ବିସ୍ତାର କରୁଛି। ଏହା ନେଇ ଅନେକ ରାଜ୍ୟରେ ଲକ୍ ଡାଉନ ମଧ୍ୟ ଦେଖିବାକୁ ମିଳିଛି। ସରକାର ଲୋକଙ୍କୁ ସାମାଜିକ ଦୂରତା ରଖିବା ସହିତ ମାସ୍କ ବ୍ୟବହାର କରିବାର ନିର୍ଦେଶ ମଧ୍ୟ ଦେଇଛି। ଏହି ନୂଆ କରୋନା ଭାଇରାସ କାରଣରୁ ରୋଗୀଙ୍କ ଶରୀରରେ ଅମ୍ଳଜାନ ସ୍ତର କମ ହେଉଥିବା ସୁଚା ମିଳିଛି।  ଏହି କାରଣରୁ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି […]

Continue Reading

ପୁରୁଣା ଭିଡିଓକୁ ଟିଏମସି ସମର୍ଥକ ହାତରେ ବନ୍ଧୁକ ଏବଂ ଖଣ୍ଡା ଧରି ନିର୍ବାଚନ ବିଜୟ ଉତ୍ସବ ପାଳନ କରୁଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ପଶ୍ଚିମବଙ୍ଗରେ ନିର୍ବାଚନପରେ ସ୍ଥିତି ବିଗିଡ଼ିବାରେ ଲେଗିଛି। ସୋସିଆଲ ମିଡିଆରେ ଏହାକୁ ନେଇ ହିଂସାତ୍ମକ ଭିଡିଓ ଏବଂ ପୋଷ୍ଟ ଭାଇରାଲ ହେଉଛି। ଏହିପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଲୋକ ବନ୍ଧୁକ ଓ ଖଣ୍ଡା ସହିତ ନାଚୁଥିବାର ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭିଡିଓ ସହ ଦାବି କରାଯାଉଛି ଯେ, ଏହି ଭିଡିଓରେ ଟିଏମସି ସମର୍ଥକମାନେ ସମ୍ପ୍ରତି ନିର୍ବାଚନରେ ବିଜୟ ଉତ୍ସବ ପାଳନ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading

କ’ଣ ପଶ୍ଚିମବଙ୍ଗରେ ହେଇଥିବା ନିର୍ବାଚନରେ ବିଜେପିର ଶୁଭେନ୍ଦୁ ଅଧିକାରୀ ନନ୍ଦୀଗ୍ରାମରେ ନିର୍ବାଚନ ହାରିଛନ୍ତି? ଜାଣନ୍ତୁ ସତ୍ୟ।

ଆମେ ସମସ୍ତେ ଜାଣୁ ଯେ କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗାଳରରେ ନିର୍ବାଚନ ଶେଷ ହେଇଛି। ଏହି ନିର୍ବାଚନରେ ଟିଏମସି ଏବଂ ବିଜେପି ମଧ୍ୟରେ କଡ଼ା ସଂଘର୍ଷ ହେଇଥିଲା। ରାଜ୍ୟରେ ନିର୍ବାଚନ ଜିତିବାକୁ ଉଭୟ ଦଳ ଆଗ୍ରହୀ ଥିବାରୁ ସମର୍ଥକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା। ଏହା ଏଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଦେଖା ଦେଇଛି। ଆମେ ଫେସବୁକରେ ଗୋଟିଏ ପୋଷ୍ଟ ସାମନାକୁ ଆସିଲୁ ଯେଉଁଥିରେ ଦାବି କରା ଯାଇଥିଲା ଯେ ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀରେ […]

Continue Reading