କ’ଣ ଭାଇରାଲ ଫୋଟୋରେ ହିମାଚଳ ପୋଲିସ ଦ୍ଵାରା ଗିରଫ ହୋଇଥିବା ବ୍ୟକ୍ତି ମହମ୍ମଦ ଅହମ୍ମଦ କି? ଜାଣନ୍ତୁ ସତ୍ୟ।

ବର୍ଷ ବର୍ଷ ଧରି ଜିହାଦର ଅନେକ ଅଭିଯୋଗ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ବ୍ୟକ୍ତିଙ୍କର ଫୋଟୋ ସହିତ ଲେଖା ଯାଇଅଛି ଯେ ସେ ବିଭିନ୍ନ ଜାତିର ନାମ ନେଇ ନକଲି ଆଇଡି ବନେଇ ସାଇବର ଜିହାଦ କରୁଥିଲେ। ପୋଷ୍ଟ ଦାବି ଅନୁଯାୟୀ, “ଯାଦବ ଜାତିର ଆଇଡି ବନେଇ ବ୍ରାହମାନନ୍କୁ ଗାଳି ଏବଂ ବ୍ରାହ୍ମଣଙ୍କର ଆଇଡି ବନେଇ ଦଳିତଙ୍କୁ […]

Continue Reading