କ’ଣ ବିଜେପି ନେତା ବ୍ଲକ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ୟୁ.ପି ପୋଲିସ ଏପରି ନାଚୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ ବେକରେ ଫୁଲମାଳ ଅଛି ଏବଂ ତାଙ୍କ ପାଖରେ ଚିଡ଼ା କିଛି ପୋଲିସକର୍ମୀ ନାଚୁଛନ୍ତି। ଏହି ଭିଡିଓ ସହିତ ଦାବି କରା ଯାଇଅଛି ଯେ ବିଜେପି ନେତା ବ୍ଲକ ଅଧ୍ୟକ୍ଷ ନିର୍ବାଚିତ ହେଲା ପରେ ସ୍ଥାନୀୟ ପୋଲିସ ଖୁସିରେ ନାଚୁଛନ୍ତି।  ଫ୍ୟାକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  […]

Continue Reading

କୋରୋନା କଟକଣା ନମାନି ପୁରିରେ ରଥଯାତ୍ରା ଉତ୍ସବର ଦୃଶ୍ୟ ?

12 ଜୁଲାଇରେ ଓଡ଼ିଶାର ପର୍ବ ରଥଜାତ୍ରା ଆୟୋଜିତ କରାଯାଇଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପୋଷ୍ଟ କରାଯାଇଛି। ତେବେ କୋରୋନା କଟଣାକୁ ନେଇ ଫଟୋ ମାଧ୍ୟରେ ପ୍ରଶ୍ନ କରାଯାଉଛି। ଏହି ପରି ଲୋକଙ୍କ ଭିଡ଼ଥିବା ରଥଯାତ୍ରାର ଫଟୋ  ମିଥ୍ୟା ଦାବିରେ ଭାଇରାଲ ହେଉଛି। ଆମ ଅନୁସନ୍ଧାନରେ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 12 ଜୁଲାଇରେ India 24 Live News ନାମକ ଖବର ପେଜରେ ଭାଇରାଲ ଫଟୋ […]

Continue Reading

କ’ଣ ଆମ ଆଦମ୍ୟ ପାର୍ଟି ଇସଲାମକୁ ପ୍ରୋତ୍ସାହିତ କରିଥିବା ବେଳେ ହିନ୍ଦୁ ଧର୍ମ ବିରୁଦ୍ଧରେ ଏକ ପୋଷ୍ଟର ଲଗେଇଛି? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ଗୁଜୁରାଟର ଆମ ଆଦମ୍ୟ ପାର୍ଟି ଅଧ୍ୟକ୍ଷ ଗୋପାଳ ଇଟାଲିୟାଙ୍କ ଏକ ଭିଡିଓ ସାମନାକୁ ଆସିଥିଲା ଯେଉଁଥିରେ ସେ ରୀତିନୀତି ଉପରେ ମନ୍ତବ୍ୟ ଦେଇଥିଲେ। ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିରୋଧ କରା ଯାଇଥିଲା।  ଆମ ଆଦମ୍ୟ ପାର୍ଟିର ବିଜ୍ଞାପନର ଏକ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ଆମ ଆଦମ୍ୟ ପାର୍ଟି ସମଗ୍ର ଗୁଜୁରାଟରେ ଜନସଚେତନା ପରିଦର୍ଶନ କରୁଛି ଏବଂ ପ୍ରଚାର ପାଇଁ ଅନେକ ସ୍ଥାନରେ ପୋଷ୍ଟର ଲଗାଉଛି। ଏହି […]

Continue Reading