କ’ଣ ଭାରତ ପତକା ପରି ପୋଷାକ ପିନ୍ଧି ସେଲ୍ଫି ନେଉଥିବା ଏହି ଛାତ୍ରୀ ମାନଙ୍କ ଫୋଟୋ କାଶ୍ମୀରର ଅଟେ? ଜାଣନ୍ତୁ ସତ୍ୟ।
ଗତ କିଛି ବର୍ଷ ହେବ ମୋଦୀ ସରକାର କାଶ୍ମୀରରେ ଅନେକ ପରିବର୍ତନ କରିଛନ୍ତି। ଧାରା ୩୭୦ ହଟାଇବା ଏବଂ ଅନ୍ୟାନ୍ୟ କାରଣ ପାଇଁ ବିଜେପି ସମର୍ଥକ ମାନେ ସରକାରକୁ ପ୍ରଶଂସା କରୁଛନ୍ତି। କାଶ୍ମୀର ସହିତ ଜଡିତ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଦେଶପ୍ରେମ ଭାବନା ସହିତ ଦେଖିବାକୁ ମିଳୁଛି ଏବଂ ଏହା ଦାବି କରା ଯାଉଛି ଯେ ମୋଦୀ ସରକାର ପୂର୍ବରୁ ଏହା ସବୁ କାଶ୍ମୀରରେ ଦେଖିବାକୁ ମିଳୁନଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ […]
Continue Reading