ଝାରଖଣ୍ଡରୁ ଏହି ବିଶାଳ କାୟ ଅଜଗରସାପକୁ ଉଧାର କରାଯାଇଛି କି ? ଜାଣନ୍ତୁ ସତ୍ୟତା।
18 ଅକ୍ଟୋବରରେ OdiaKhabar24 ନାମକ ଏକ ଓଡ଼ିଆ ଖବର ପେଜରେ ଭାଇରାଲ ଭିଡିଓ ଏବଂ ଖବର ପ୍ରକାଶିତ ହୋଇଥିବାର ଦେଖିଲୁ। ଯେଉଁଥିରେ ଲେଖାଯାଇଛି ଯେ- ଦାବି କରାଯାଇଛି ଯେ ଏତେ ବଡ଼ ସାପ ଝାରଖଣ୍ଡରୁ ବରାମଦ କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 68ରୁ ଅଧିକଥର ସେୟାର କରାଯାଇଛି। ଏବଂ 1000ରୁ ଅଧିକଥର ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ। ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive ଖବର ପେଜରେ ଲେଖାଯାଇଛି ଯେ, ଧନବାଦ, ଝାଡଖଣ୍ଡରୁ […]
Continue Reading