କ’ଣ ଅଖିଲେଶ ଯାଦବ ନିଜ ଭାଷଣରେ କହିଥିଲେ ଯେ ମହମ୍ମଦ ଅଲି ଜିନ୍ନାହ ଭାରତକୁ ସ୍ଵାଧୀନତା ଦେଇଛନ୍ତି? ଜାଣନ୍ତୁ ସତ୍ୟ।
କିଛି ଦିନ ପୂର୍ବରୁ ସ.ପା ନେତା ଅଖିଲେଶ ଯାଦବ ବିଜୟ ରଥ ଯାତ୍ରା ପାଇଁ ଉତ୍ତରପ୍ରଦେଶର ହାର୍ଦୋଇରେ ଥିଲେ। ସେହି ଦିନ ସରଦାର ବଲ୍ଲଭଭାଇ ପଟେଲଙ୍କର ଜନ୍ମଦିନ ମଧ୍ୟ ଥିଲା। ସେଠାରେ ଏକ ସଭା ଆୟୋଜିତ କରା ଯାଇଥିଲା ଯେଉଁଥିରେ ଅଖିଲେଶ ଯାଦବ ଏକ ଭାଷଣ ଦେଇଥିଲେ। ତ୍ରିଦୀପ କୁମାର ନନ୍ଦୀ ନାମକ ଜଣେ ବ୍ୟକ୍ତି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଦାବି କରା ଯାଇଛି ଯେ ଅଖିଲେଶ ଯାଦବ ନିଜ ଭାଷଣରେ ଭାରତର ସ୍ଵାଧୀନତାର […]
Continue Reading