କ’ଣ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କୋଭିଡକୁ ନେଇ ଷଡଯନ୍ତ୍ର କରୁଛି କି? କ’ଣ ଭାଇରାଲ ହେଉଥିବା ମେସେଜ୍ କୋଭିଡର ବିଭିନ୍ନ ଲହର ବିଷୟରେ ଦର୍ଶାଉଛି?ଜାଣନ୍ତୁ ସତ୍ୟ।
କରୋନା ଭାଇରସର ଦ୍ଵିତୀୟ ଲହର ଶେଷ ହେଇ ଆସୁଥିବା ସମୟରେ ବର୍ତ୍ତମାନ ସଂସାର ଉପରେ ଏକ ନୂତନ ବିପଦ ଆସିଛି। ଏକ ନୂତନ କରୋନା ଭାଇରସ ବିଷୟରେ ଜାଣିବାକୁ ମିଳିଛି ଯାହା ଖୁବ ତୀବ୍ରରେ ଲୋକଙ୍କ ମଧ୍ୟରେ ବିସ୍ତାର ଯେଉଛି ବୋଲି କୁହା ଯାଉଛି। ଓମିକ୍ରନ ନାମକ ଏହି ନୂତନ କରୋନା ଭାଇରସ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଥିଲା। ଏହା ପୁଣି ଥରେ ଦୁନିଆରେ କରୋନା ସଙ୍କଟ ସୃଷ୍ଟି କରିଛି। ବର୍ତ୍ତମାନ କରୋନାର ନୂତନ ପ୍ରକାରର […]
Continue Reading