କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ ଏବଂ ଜୟଦେବ ଜେନାଙ୍କ ଫଟୋକୁ ଏଡିଟ୍ କରି ସିଏମ୍ ନବୀନ ପଟ୍ଟନାୟକଙ୍କୁ ଟାରଗେଟ କରାଯାଉଛି।
ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ନାମରେ ଅନେକ ଭିଡିଓ ଏବଂ ଫଟୋ ମିଥ୍ୟା ଦାବିରେ ଭାଇରାଲ ହୋଇଛି। ଏବଂ ଆମେ ମିଥ୍ୟା ଦାବିରେ ଭାଇରାଲ ହେଉଥିବା ପୋଷ୍ଟର ସତ୍ୟତା ଜାଞ୍ଚ ମଧ୍ୟ କରିଛୁ। ଏହି ପରି ଅନ୍ୟ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଓଡ଼ିଶା କଂଗ୍ରେସ ଦଳର ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖାଯାଉଛନ୍ତି। ଫଟୋରେ ନବୀନ ପଟ୍ଟନାୟକ ଏବଂ ନିରଂଜନ ପଟ୍ଟନାୟକ ମୁଣ୍ଡରେ ମୁସଲମାନମାନଙ୍କ ଟୋପି ଲଗାଇଥିବାର […]
Continue Reading