ଟିପ୍ ଟିପ୍ ବର୍ଷା ପାନି ଗୀତରେ ନାଚୁଛନ୍ତି ପାକିସ୍ତାନ ସାଂସଦ ?
ସୋସିାଲ ମିଡିଆରେ ଏକ ଭିଡିଓ ଅଧିକ ମାତ୍ରାରେ ସେୟାର ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, ପାକିସ୍ତାନର ନ୍ୟାସନାଲ ଆସେମ୍ବଲିର ସଦସ୍ୟ ଆମିର ଲିଆକୁଟ ହୁସେନ୍ଙ୍କୁ 2021ର ହିଟ୍ ବଲିଉଡ ଗୀତ ଟିପ ଟିପ ବର୍ଷା ପାନିରେ ନାଚୁଥିବାର ଦାବି କରାଯାଉଛି। ଟ୍ୱିଟର ଏବଂ ଫେସବୁକରେ ହଜାର ହଜାର ୟୁଜର୍ସ ଏହାକୁ ଏହି ଦାବିରେ ଭାଇରାଲ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଓଡ଼ିଆ prameya ନ୍ୟୁଜ ଚ୍ୟାନଲରେ […]
Continue Reading