ବର୍ତ୍ତମାନ ମୋଦି କାସୀ ବିଶ୍ୱନାଥ ଆସିବେ ବୋଲି ବିଜେପି କର୍ମି ମହିଳାଙ୍କୁ ରାଲିରେ ସ୍ଲୋଗାନ ଦେବା ପାଇଁ ଡାକି ତାଙ୍କୁ 400 ଟଙ୍କା ନ ଦେବାରୁ ସେ କାନ୍ଦୁଥିଲେ ?
2022 ର ଉତ୍ତରପ୍ରଦେଶ ନିର୍ବାଚନର ନେତୃତ୍ୱ ମଧ୍ୟରେ ରାଜନୈତିକ ଦଳ ସୋସିଆଲ ମିଡିଆରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି, ଯେଉଁଥିରେ ଅନେକ ଭୁଲ ତଥ୍ୟ ମଧ୍ୟ ଅଲଗା ଅଲଗା ଦାବିରେ ସେୟାର ହେବାରେ ଲାଗିଛି। ସୋସିଆଲ ମିଡିଆରେ ଜଣେ ମହିଳାର କାନ୍ଧୁଥିବାର ଭିଡିଓ ଭାଇରାଲ ହେଉଚି। ଭିଡିଓରେ ମହିଳା ଜଣକ ମୋଦିଙ୍କୁ ଆକ୍ଷେପ କରି କହୁଥିବାର ଦେଖାଯାଉଛନ୍ତି। ଭିଡିଓରେ ମହିଳା ଜଣକ ଦାବି କରିଛନ୍ତି ଯେ ବର୍ତ୍ତମାନ ମୋଦିଙ୍କ କାଶୀ ବିଶ୍ୱନାଥ ଗ୍ରସ୍ତ ସମୟରେ ତାଙ୍କୁ ବିଜେପି […]
Continue Reading