ସମାଜବାଦୀ ପାର୍ଟି ର ପ୍ରାର୍ଥୀ ଆଦିଲ୍ ଚୌଧୁରୀ ହିନ୍ଦୁମାନଙ୍କୁ ଧମକ ଦେଉଥିଲେ ଏବଂ ହିନ୍ଦୁମାନେ ତାଙ୍କୁ ମାଡ଼ ମାରିଥିଲେ ?
ନିର୍ବାଚନ ପ୍ରଚାର ଜୋର ସୋରରେ ଲାଗି ରହିଛି। ଦଶ ଫେବୃଆରୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସମାପ୍ତ ହେଲା। ସେଦିନ ଗୋଟିଏ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି, ଯେଉଁଥିରେ ଦାବି ହେଉଛି ଯେ ସାଉଥ ମେରୁଟ ଏସପି ପ୍ରାର୍ଥୀ ମହମ୍ମଦ ଆଦିଲ ଚୌଧୁରୀ ହିନ୍ଦୁମାନଙ୍କୁ ଧମକ ଦେଉଥିଲେ ଏବଂ ହିନ୍ଦୁମାନେ ତାଙ୍କୁ ମାଡ଼ ମାରିଥିଲେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 11 ଫେବୃଆରିରେ ଡ଼. ଅଚଞ୍ଛା କୀଳା ନାମକ […]
Continue Reading