2014ର ଭିଡିଓକୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧର ଏହା ଦୃଶ୍ୟ ଦାବିରେ ଭାଇରାଲ।
ସୋସିଆଲ ମିଡିଆରେ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ଭିଡିଓ ଭାଇରାଲ ଦେଉଥିବାର ଦେଖାଯାଉଛି। ଯେଉଁଥିରେ ଯୁଦ୍ଧର ଗାଡ଼ି ଏବଂ ଅନେକ ଲୋକ ଜଳି ହୋଇ ପଡ଼ିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧର ଏହା ଦୃଶ୍ୟ ଅଟେ। ଅନୁସନ୍ଧାନରେ ଆମେ ଭାଇରାଲ ଭିଡିଓ ପୁରୁଣା ଏବଂ ମିଥ୍ୟା ବୋଲି ପ୍ରମାଣିତ ହେଲା। Sharechatରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ଭାଇରାଲ ଭିଡିଓ ରୁଷ ଏବଂ […]
Continue Reading