ଭାଇରାଲ ଭିଡିଓ ଭଦ୍ରକ ରାମ ନବମି ଉତ୍ସବର ଅଟେ ?
ସୋସିଆଲ ମିଡିଆରେ ରାମ ନବମି ଉତ୍ସବର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସଂଖ୍ୟାଧିକ ଲୋକ କମଳା ପତାକା ଧରି ନାଚୁଥିବାର ଦେଖାଯାଉଛନ୍ତି। ଭାଇରାଲ ଭିଡିଆ ସହିତ ଦାବି କରାଯାଇଛି ଯେ, ଇତିହାସ ରଚିଲା ଭଦ୍ରକ, ସାରା ଭାରତ ଦେଖିଲା ଭଦ୍ରକର ଐତିହାସିକ ଶ୍ରୀରାମ ନବମୀ। 11 ଏପ୍ରଲରେ Manas Kumar Sahu ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। […]
Continue Reading