2016ର ଅଖିଲେଶ ଯାଦବ ସମୟର ଫୋଟୋକୁ ବର୍ତ୍ତମାନ ଯୋଦି ଆଦିତ୍ୟନାଥଙ୍କ ଦାବିରେ ଭାଇରାଲ କରଯାଉଛି।
ଘର ଗୁଡ଼ିକୁ ଭଙ୍ଗାଯାଇଥିବାର ତିନୋଟି ଚିତ୍ର ସୋସିଆଲ ମିଡିଆରେ ବ୍ୟାପକ ପ୍ରସାରିତ ହେଉଛି। ଭଙ୍ଗାଯାଇଥିବା ଘର ପାଖରେ ଠିଆ ହୋଇଥିବା ବୁଲଡୋଜର ଏବଂ ପୋଲିସ୍ କର୍ମଚାରୀଙ୍କୁ ଦେଖାଯାଇପାରିବ। ସୋସିଆଲ ମିଡିଆ ୟୁଜର୍ସ ଫୋଟୋ ସହ ଦାବି କରିଛନ୍ତି ଯେ କ୍ଷତିଗ୍ରସ୍ତ ଘର ଗୁଡ଼ିକର ଏହି ଫୋଟୋ ଉତ୍ତରପ୍ରଦେଶର ଅଟେ। କେତେକ ଉପଭୋକ୍ତା ଏହା ମଧ୍ୟ ଦାବି କରିଛନ୍ତି ଯେ ଏହି ଚିତ୍ରଗୁଡ଼ିକ ଉତ୍ତରପ୍ରଦେଶର କାନପୁରରେ ଘଟିଥିବା ସଂଘର୍ଷରୁ ଆସିଛି। ଉତ୍ତରପ୍ରଦେଶରେ ପ୍ରଦର୍ଶନ କରୁଥିବା ଲୋକମାନେ ଦେଶର ସମ୍ପତ୍ତି […]
Continue Reading