କ’ଣ ଭାରତର ମୁସ୍ଲିମମାନେ ତ୍ରିରଙ୍ଗା ଜାଳୁଛନ୍ତି ?

ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି, ଯେଉଁଥିରେ କିଛି ଲୋକ ତ୍ରିରଙ୍ଗା ପତାକା ଜାଳୁଥିବାର ଦେଖାଯାଉଛନ୍ତି। ଫୋଟୋରେ ମୁସ୍ଲିମ ଲୋକମାନେ ଏହି ତ୍ରିରଙ୍ଗା ପତାକା ଜଳାଉଥିବାରୁ ଏହାକୁ ସାମ୍ପ୍ରଦାୟକ ରୂପ ଦେଇ ଭାଇରାଲ କରାଯାଉଛି। ଫୋଟୋ ସହିତ ଦାବି କରାଯାଉଛି ଯେ, ଭାଇରାଲ ହେଉଥିବା ଏହି ଫୋଟୋ  ଭାରତର ଅଟେ।  Rashmi Ranjan Barik ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଫୋଟୋ ସେୟାର କରି ଲେଖିଛନ୍ତି ଯେ, ଏମାନଙ୍କ ବିରୋଧ କେବଳ ଜଣେ ବ୍ୟକ୍ତି […]

Continue Reading

କ’ଣ ଜେଲରୁ ବାହାରିବା ପରେ ଆଜାମ ଖାନ ରାମ ଏବଂ କୃଷ୍ଣ ତାଙ୍କର ଆଦର୍ଶ ବୋଲି କହିଛନ୍ତି ?

27 ମାସ ଧରି ଉତ୍ତରପ୍ରଦେଶର ସୀତାପୁର ଜେଲରେ ରହୁଥିବା ସମାଜବାଦୀ ପାର୍ଟିର ନେତା ଆଜମ ଖାନଙ୍କୁ 20 ମଇରେ ଜେଲରୁ ମୁକ୍ତ କରାଯାଇଥିଲା। ଏହି ପ୍ରସଙ୍ଗରେ, ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଆପଣ ତାଙ୍କୁ ଶୁଣିଥିବେ ଯେ “ଯୋଗୀ ଜି ମୋଗଲ ଆମର ଆଦର୍ଶ ନୁହଁନ୍ତି, ଆମର ଆଦର୍ଶ ହେଉଛି ରାମ, କୃଷ୍ଣ ଜୀ ମଧ୍ୟ ସେଠାରେ ଅଛନ୍ତି।” ଦାବି ହେଉଛି ଯେ ଜେଲରୁ ମୁକୁଳିବା ପରେ ସେ ଏହି ବିବୃତ୍ତି ଦେଇଛନ୍ତି। […]

Continue Reading

କ’ଣ ଜଣେ ସୈନ୍ୟ ଯବାନ ଆଉ ଜଣେ ଆଘାତ ଯବାନଙ୍କ ସେବା କରୁଥିବା ଫୋଟୋ ଭାରତର ଅଟେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ସୈନିକ ନିଜ ଆଘାତ ସାଥିର ସାହାଯ୍ୟତା କରୁଛି। ଦାବି ଅନୁଯାୟୀ ଏହି ଫୋଟୋ ଭାରତ ସୈନିକଙ୍କର ଅଟେ।  କିନ୍ତୁ ଅନୁସନ୍ଧାନପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ ଭାରତ ସୈନିକଙ୍କର ନୁହେଁ ବରଂ ଏହା ଆମେରିକାର ଅଟେ।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ? ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି […]

Continue Reading