କ’ଣ ଦୂର୍ଗା ପୂଜାର ଏହି ଭାଇରାଲ ଇମେଜ୍ କଟକ ସହରରେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ପିତାଙ୍କ ଦ୍ଵାରା ଆରମ୍ଭ କରା ଯାଇଥିବା ସମୟର ଅଟେ? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଦୂର୍ଗା ପୂଜା ମଣ୍ଡପର ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଫୋଟୋ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ପିତାଙ୍କ ସମୟରେ ଅଟେ ଯେତେବେଳେ ସେ କଟକ ସହରରେ 1882 ମସିହାରେ ପୂଜା ଆରମ୍ଭ କରିଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଯଦିଓ ସୁଭାଷଚନ୍ଦ୍ର ବୋଷଙ୍କ ପିତା କଟକ ସହରରେ ପୂଜା ସମିତିର ଆରମ୍ଭ କରିଥିଲେ କିନ୍ତୁ ଭାଇରାଲ ଫୋଟୋ କୋଲକାତା […]
Continue Reading