କ’ଣ ଭାଇରାଲ ଫୋଟୋ ଦୁତୀ ଚନ୍ଦଙ୍କ ନିର୍ବନ୍ଧର ଫୋଟୋ ଅଟେ? ଯାନନତୁ ସତ୍ୟ।
ଦୁତୀ ଚନ୍ଦ ସମଲିଙ୍ଗି ହୋଇଥବା ନେଇ ସୋସିଆଲ ମିଡିଆରେ ସମୟ-ସମୟରୀ ଚର୍ଚ୍ଚା ଲାଗି ରହି ଥାଏ। ନିକଟରେ ଦୁତୀ ଚନ୍ଦ ନିଜ ପ୍ରେମିକା ମୋନାଲିସାଙ୍କ ସହ ଏକ ଫୋଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଫୋଟୋ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଦୁତୀ ଚନ୍ଦ ତାଙ୍କ ପ୍ରେମିକାଙ୍କ ସହ ନିଜ ନିର୍ବନ୍ଧର ଫୋଟୋ ପୋଷ୍ଟ କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ […]
Continue Reading