ମହାକାଶରୁ ଚନ୍ଦ୍ରୟାନ ଦ୍ୱାରା ନିଆଯାଇଥିବା ପୃଥିବୀର ଏହା ଏକ ଫୋଟୋ କି? ଜାଣନ୍ତୁ ସତ୍ୟ।
୨୩ ଅଗଷ୍ଟ ଦିନ ଚନ୍ଦ୍ରୟାନ ୩ ଚନ୍ଦ୍ରର ପ୍ରୁଷ୍ଠରେ ଅବତରଣ କରିଥିଲା। ଏହା ପରେ ସେଠାରେ ସେ ଇସ୍ରୋ ଅନେକ ଫୋଟୋ ପଠାଇଥିଲା। ଏହା ନେଇ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଛି ଯେ ସେହି ଫୋଟୋ ଗୁଡିକ ଚନ୍ଦ୍ରୟାନ ଦ୍ଵାରା ନିଆ ଯାଇଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ମହାକାଶରେ ପୃଥିବୀ ବିକୃତ […]
Continue Reading