International
ଚୀନର ଏକ ସହରରେ ଅଗ୍ନିକାଣ୍ଡର ଭିଡିଓ କୁ ଇରାନ ମୋସାଦ ମୁଖ୍ୟାଳୟ ଉପରେ ଆକ୍ରମଣ କରୁଥିବା ଦାବି ସହିତ ସେୟାର କରା ଯାଉଛି।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ଅଞ୍ଚଳରେ ନିଆଁ ଲାଗିଛି ଏବଂ ଆକାଶରେ ଘନ କଳା ଧୂଆଁ ଉଠୁଛି। ଭିଡିଓଟିକୁ ସେୟାର କରି ୟୁଜର୍ସମାନେ ଦାବି କରୁଛନ୍ତି ଯେ ଏହା ଇସ୍ରାଏଲର ମୋସାଦ ମୁଖ୍ୟାଳୟ ଉପରେ ଇରାନର ଆକ୍ରମଣ ପରେ ପରିସ୍ଥିତି। ପ୍ରକୃତରେ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସାମ୍ପ୍ରତିକ ବିବାଦକୁ ଦୃଷ୍ଟିରେ ରଖି, ଦାବି କରାଯାଇଛି ଯେ ଇରାନ ଆକ୍ରମଣ ପରେ, ଟେଲ୍ ଅଭିଭ ସହରରେ ଅବସ୍ଥିତ ଇସ୍ରାଏଲର ବିଦେଶୀ ଗୁଇନ୍ଦା […]
Political
ସ୍ୱାମୀ ବିଦ୍ୟାନନ୍ଦ ବିଦେହ ଜବାହରଲାଲ ନେହେରୁଙ୍କୁ ଚାପୁଡ଼ା ମାରିଥିଲେ କି? ଜାଣନ୍ତୁ ସତ୍ୟତା।
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ଏକ କାର୍ଯ୍ୟକ୍ରମରେ ଯେତେବେଳେ ଆର୍ଯ୍ୟ ହିନ୍ଦୁ ସମାଜକୁ ଭାରତରେ ଶରଣାର୍ଥୀ ବୋଲି କହିଥିଲେ ତାଙ୍କୁ ସ୍ୱାମୀ ବିଦ୍ୟାାନନ୍ଦ ଚାପୁଡ଼ା ମାରିଥିଲେ। ଏହି ଫଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, ଆଜମେରରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନେହେରୁ କହିଥିଲେ ଯେ ଆର୍ଯ୍ୟ, ମୁସଲମାନ ଏବଂ ବ୍ରିଟିଶ ସମେତ ଅନେକ ଗୋଷ୍ଠୀ ଭାରତକୁ ଆସି ଏହାର ସଂସ୍କୃତି […]
ରାହୁଲ ଗାନ୍ଧୀ ଜଗନ୍ନାଥ ରଥଯାତ୍ରାକୁ ନାଟକ ବୋଲି କହି ନାହାଁନ୍ତି, ଭୁଲ ଦାବି ସହିତ ଅସମ୍ପୂର୍ଣ୍ଣ ଭିଡିଓ ଭାଇରାଲ…
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର ହେଉଛି। ଭିଡିଓରେ ରାହୁଲ କହୁଥିବାର ଦେଖାଯାଉଛି, “ଯେତେବେଳେ ଓଡ଼ିଶାରେ ଜଗନ୍ନାଥ ଯାତ୍ରା ହୁଏ, କଳ୍ପନା କରନ୍ତୁ, ରଥ ବାହାରକୁ ଆସେ, ଜଗନ୍ନାଥ ଯାତ୍ରାର ରଥ ବାହାରକୁ ଆସେ। ଲକ୍ଷ ଲକ୍ଷ ଲୋକ, ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖନ୍ତି, ଅନୁସରଣ କରନ୍ତି, ଏବଂ ତା’ପରେ ଏକ ନାଟକ ହୁଏ।” ଲୋକମାନେ ଭିଡିଓଟିକୁ ସେୟାର କରୁଛନ୍ତି ଏବଂ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରୁଛନ୍ତି। ଦାବି କରା […]
Social
ଗ୍ରୀନଲ୍ୟାଣ୍ଡର ଏକ ପୁରୁଣା ଭିଡିଓକୁ ନିକଟରେ ରୁଷରେ ଆସିଥିବା ସୁନାମୀ ଘଟଣା ଦାବି ସହିତ ସେୟାର କରା ଯାଉଛି।
୩୦ ଜୁଲାଇ ୨୦୨୫ ରେ ରୁଷିଆର କାମଚାଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯାହା ଫଳରେ ପ୍ରଶାନ୍ତ ମହାସାଗର ସୁନାମି ସତର୍କତା ଜାରି କରାଯାଇଥିଲା। ରୁଷ ଉପକୂଳରେ ହୋଇଥିବା ଭୂମିକମ୍ପ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଥମ ତରଙ୍ଗ ହାୱାଇରେ ପହଞ୍ଚିଥିଲା ଏବଂ ଓଆହୁରେ ୪ ଫୁଟ (1.2 ମିଟର) ଲହରୀ ରେକର୍ଡ କରାଯାଇଥିଲା। ଭୂମିକମ୍ପ ପରେ ହାୱାଇ, ଆମେରିକାର ପଶ୍ଚିମ ଉପକୂଳର କିଛି ଅଂଶ ଏବଂ ଜାପାନର ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ କୁହାଯାଇଥିଲା। […]
ଦକ୍ଷିଣ ଆଫ୍ରିକାର ଏକ ପୁରୁଣା ଭିଡିଓକୁ ନିକଟରେ ରୁଷିଆରେ ଆସିଥିବା ଭୂମିକମ୍ପ ହେତୁ ଜାପାନରେ ହୋଇଥିବା ସୁନାମୀ ର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି
ବୁଧବାର ୩୦ ଜୁଲାଇ ୨୦୨୫ ରେ ରୁଷିଆର ପୂର୍ବ କାମଚାଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯାହା ଫଳରେ ପ୍ରଶାନ୍ତ ମହାସାଗର ସୁନାମି ସତର୍କତା ଜାରି କରାଯାଇଥିଲା। ରୁଷ ଉପକୂଳରେ ହୋଇଥିବା ଭୂମିକମ୍ପ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଥମ ତରଙ୍ଗ ହାୱାଇରେ ପହଞ୍ଚିଥିଲା, ଓଆହୁ ରେ ୪ ଫୁଟ (୧.୨ ମିଟର) ଲହରୀ ରେକର୍ଡ କରାଯାଇଥିଲା। ଭୂମିକମ୍ପ ପରେ ହାୱାଇ, ଆମେରିକାର ପଶ୍ଚିମ ଉପକୂଳର କିଛି ଅଂଶ ଏବଂ ଜାପାନର ଲୋକମାନଙ୍କୁ ସ୍ଥାନାନ୍ତର […]
ଏହି ଭିଡିଓଟି ସ୍ପେନର ବାର୍ସିଲୋନାରେ ଥିବା ପିଏରା ମସଜିଦରେ ହୋଇଥିବା ସମ୍ପ୍ରତି ଅଗ୍ନିକାଣ୍ଡ ଘଟଣା ନୁହେଁ।
ସ୍ପେନର ଟୋରେ ପାଚେକୋ ରେ ପ୍ରବାସୀ ବିରୋଧୀ ହିଂସା ଘଟିଛି। ଦକ୍ଷିଣ ସ୍ପେନର ଏକ ଛୋଟ ସହରରେ ଜଣେ ପେନସନଭୋଗୀଙ୍କ ଉପରେ ଆକ୍ରମଣ ପରେ ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ଉତ୍ତେଜନା ମଧ୍ୟରେ, ବାର୍ସିଲୋନାର ପିଏରା ମସଜିଦ ଉଦଘାଟନ ହେବାର ଗୋଟିଏ ଦିନ ପୂର୍ବରୁ ନିଆଁ ଲାଗିଯାଇଥିଲା। କିଛି ମିନିଟ୍ ପରେ, ଜରୁରୀକାଳୀନ କର୍ମଚାରୀମାନେ ନିଆଁ ଲିଭାଇବାରେ ସଫଳ ହୋଇଥିଲେ ଏବଂ କୌଣସି ଆଘାତ ହେବାର ସମ୍ଭାବନାକୁ ଏଡାଇ ଦେଇଥିଲେ। ଏହା ମଧ୍ୟରେ ଏକ […]

VERIFY IMAGES AND VIDEOS ON YOUR WHATSAPP



-
Sign Up commented on କ’ଣ ପ୍ରିୟଙ୍କା ଗାନ୍ଧୀ ଝାଡୁ ମାରୁଥିବା ସମୟରେ ଜଣେ ସମାଦିକ ତାଙ୍କ ଫୋଟୋ ନେଉଛନ୍ତି? ଜାଣନ୍ତୁ ସତ୍ୟ।: Your point of view caught my eye and was very inte
-
binance Anmeldebonus commented on ରକେଟ୍ ଲଞ୍ଚ ଭିଡିଓକୁ ଚୀନ୍ ଦ୍ୱାରା ନିର୍ମିତ କୃତ୍ରିମ ସୂର୍ଯ୍ୟ ନିର୍ମିତ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି ।: Your article helped me a lot, is there any more re
-
Binance - rejestracja commented on କଂଗ୍ରେସ ନେତା ସୁର ରାଉତରାୟ ନେହେରୁ ପରିବାର ଗୋଟେ ଘାସ କଟା ପରିବାର ବୋଲି କହିଲେ ?: Thank you for your sharing. I am worried that I la
-
Aryan Kapoor commented on BCC ହିନ୍ଦି ନାମରେ ଏକ ମିଥ୍ୟା ଟ୍ୱିଟ ସୋସିଆଲ ମିଡିଆରେ ହେଉଛି ଭାଇରାଲ।: Anyone looking for a genuine source to get daily S
-
Radhika Verma commented on କ’ଣ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଯୋଗୀ ଆଦିତ୍ୟନାଥ ଏକ ଦରଗାହରେ ମନ୍ନତ ମାଗିବାକୁ ଯାଇଛନ୍ତି? ଜାଣନ୍ତୁ ସତ୍ୟ।: Anyone looking for a genuine source to get daily S