କାଲୀ ମାତାଙ୍କର ମୂର୍ତି ବିସର୍ଜନର ପୁରୁଣା ଭିଡିଓକୁ ନିର୍ବାଚନ ପରେ ପଶ୍ଚିମବଙ୍ଗରୁ ମୁସଲମାନମାନେ ପଳାୟନ କରୁଥିବା ଦାବି ସହିତ ସେୟାର କରା ଯାଉଛି।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ, ବହୁ ସଂଖ୍ୟକ ଲୋକ ସୀମା ପାର କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟିକୁ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ୱେଷ୍ଟ ବେଙ୍ଗଲ ର ନିର୍ବାଚନ ର ଫଳାଫଳ ପର ଦିନ 5 ମେ ର ଚିତ୍ର ଏ. କିନ୍ତୁ ଗୋଟେ ପ୍ରଶ୍ନ ଏତେ ସଂଖ୍ୟାରେ ଯଦି ଗୋଟେ ରାଜ୍ଯ ରେ ତେବେ ପୁରା ଦେଶରେ କେତେ ଥିବେ?“ ଭିଡିଓଟି କୁ ଏପରି ସେୟାର […]
Continue Reading