International
ଚୀନର ଏକ ସହରରେ ଅଗ୍ନିକାଣ୍ଡର ଭିଡିଓ କୁ ଇରାନ ମୋସାଦ ମୁଖ୍ୟାଳୟ ଉପରେ ଆକ୍ରମଣ କରୁଥିବା ଦାବି ସହିତ ସେୟାର କରା ଯାଉଛି।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ଅଞ୍ଚଳରେ ନିଆଁ ଲାଗିଛି ଏବଂ ଆକାଶରେ ଘନ କଳା ଧୂଆଁ ଉଠୁଛି। ଭିଡିଓଟିକୁ ସେୟାର କରି ୟୁଜର୍ସମାନେ ଦାବି କରୁଛନ୍ତି ଯେ ଏହା ଇସ୍ରାଏଲର ମୋସାଦ ମୁଖ୍ୟାଳୟ ଉପରେ ଇରାନର ଆକ୍ରମଣ ପରେ ପରିସ୍ଥିତି। ପ୍ରକୃତରେ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସାମ୍ପ୍ରତିକ ବିବାଦକୁ ଦୃଷ୍ଟିରେ ରଖି, ଦାବି କରାଯାଇଛି ଯେ ଇରାନ ଆକ୍ରମଣ ପରେ, ଟେଲ୍ ଅଭିଭ ସହରରେ ଅବସ୍ଥିତ ଇସ୍ରାଏଲର ବିଦେଶୀ ଗୁଇନ୍ଦା […]
Political
ରାହୁଲ ଗାନ୍ଧୀ କୁକୁର ଖାଇଥିବା ବିସ୍କୁଟ୍ ନିଜ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଖାଇବାକୁ ଦେଇଥିବା ଦାବି ବିଭ୍ରାନ୍ତକାଇ ଅଟେ।
ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ସେ ଗୋଟିଏ ଜିପ୍ ଉପରେ ବସିଥିବା ସମୟରେ ତାଙ୍କ ସହିତ ଗୋଟିଏ କୁକୁର ମଧ୍ୟ ସେଠାରେ ଥିଲା। ରାହୁଲ ଗାନ୍ଧୀ ସେହି କୁକୁରକୁ ବିସ୍କୁଟ୍ ଖାଇବାକୁ ଦେଉଛନ୍ତି ଏବଂ ତା’ପରେ ସେ ସେହି ବିସ୍କୁଟ ଜଣେ ବ୍ୟକ୍ତିକୁ ଦେଉଛନ୍ତି। ଦାବି କରା ଯାଉଛି ଯେ ରାହୁଲ ଗାନ୍ଧୀ କୁକୁର ଖାଇଥିବା ବିସ୍କୁଟ ଯେଉଁ ବ୍ୟକ୍ତିଙ୍କୁ ଦେଉଛନ୍ତି ସେ […]
କ’ଣ ହିନ୍ଦୁ ମାନଙ୍କର ପୂଜାପାଠ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେଇନଥିବାରୁ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେଟ ନିଜ ନିରାଶା ବ୍ୟକ୍ତ କରୁଛନ୍ତି?
କଂଗ୍ରେସର ଜାତୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେଟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସୁପ୍ରିୟା ଶ୍ରୀନେଟ୍ ପୂଜା ସାମଗ୍ରୀ ଉପରେ ଜିଏସ୍ଟି ବିଷୟରେ କହୁଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆ ୟୁଜର ମାନେ କଂଗ୍ରେସକୁ କଡ଼ା ସମାଲୋଚନା କରୁଛନ୍ତି। ଏହି ଭିଡିଓ ସହିତ ହିନ୍ଦୁମାନଙ୍କର ପୂଜା ସାମଗ୍ରୀ ଉପରେ କୌଣସି ଜିଏସଟି ନ ଥିବାରୁ କଂଗ୍ରେସ ଅସନ୍ତୁଷ୍ଟ ବୋଲି ଦାବି କରାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସୁପ୍ରିୟା ଶ୍ରୀନେଟଙ୍କ […]
Social
ଚେନ୍ନାଇ ବିମାନବନ୍ଦରର ପୁରୁଣା ଭିଡିଓକୁ ନିକଟରେ ମୁମ୍ବାଇ ବିମାନବନ୍ଦରର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।
ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା, ବିଶେଷକରି ମୁମ୍ବାଇ ରେ ଯାହା ଗତ ପାଞ୍ଚ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ବର୍ଷା ବୋଲି ଜଣା ପଡ଼ିଛି। ଲଗାତାର ବର୍ଷା ଯୋଗୁଁ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା। ଏହି ସମୟରେ ସୋସିଆଲ ମିଡିଆରେ ଏକ ବିମାନବନ୍ଦରରେ ବନ୍ୟା ଦୃଶ୍ୟର ଏକ ଭିଡିଓ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହା ନିକଟରେ ମୁମ୍ବାଇରେ ହୋଇଥିବା ବର୍ଷା ସମୟର ଭିଡିଓ […]
ଗେଟୱେ ଅଫ୍ ଇଣ୍ଡିଆରେ ଲହଡ଼ି ମାରୁଥିବାର ପୁରୁଣା ଭିଡିଓ ମୁମ୍ବାଇର ଏକ ସାମ୍ପ୍ରତିକ ଭିଡିଓ ଭାବରେ ଭାଇରାଲ ହେଉଛି।
ମୁମ୍ବାଇରେ ଲଗାତାର ପ୍ରବଳ ବର୍ଷା ଜାରି ରହିଥିଲା, ଯାହାଦ୍ୱାରା ବାସିନ୍ଦାଙ୍କ ସାଧାରଣ ଜୀବନଯାତ୍ରାକୁ ସମସ୍ଯା ହୋଇଥିଲା। ଆଇଏମଡି (ଭାରତ ପାଣିପାଗ ବିଭାଗ) ଏକ ଅରେଞ୍ଜ ଆଲର୍ଟ ଜାରି କରିଥିଲା, ଯେଉଁଥିରେ ମହାନଗରର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିଲା। ଏହି ପ୍ରସଙ୍ଗରେ ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆରେ ବନ୍ୟା ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ ଗେଟୱେ ଅଫ୍ ଇଣ୍ଡିଆ ଉପରେ ଶକ୍ତିଶାଳୀ ଲହଡ଼ି […]
ଦିଲ୍ଲୀର ପାଣି ଜମି ରହିଥିବା ରାସ୍ତାର ଭିଡିଓ ଭୁବନେଶ୍ୱର ଦୃଶ୍ୟ ଦାବି ସହିତ ଭାଇରାଲ ହେଉଛି।
ରାଜ୍ୟର ଅନେକ ସ୍ଥାନରେ କିଛି ଦିନ ହେବ ବର୍ଷା ଲାଗିରହିଛି। ଏହି ସମୟରେ ରାଜଧାନୀ ଭୁବନେଶ୍ବର ମଧ୍ୟ ବର୍ଷା ପାଗର ସାମନା କରିଛି। ବର୍ତ୍ତମାନ ପାଣି ଜମି ରହିଥିବା ରାସ୍ତାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାହିଛି। ୟୁଜର ମାନେ ଦାବି କରୁଛନ୍ତି ଯେ ପ୍ରବଳ ବର୍ଷା ପରେ ରାଜଧାନୀ ଭୁବନେଶ୍ବରର ବୋମିଖାଲ ଅଞ୍ଚଳରେ ଏପରି ପାଣି ଜମିରହିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଦିଲ୍ଲୀର ରାସ୍ତାରେ ପାଣି ଜମି […]

VERIFY IMAGES AND VIDEOS ON YOUR WHATSAPP



-
zoritoler imol commented on ଭାଇରାଲ ଭିଡିଓ ଭାରତ ଦ୍ଵାରା ପାକିସ୍ତାନର ବିମାନ ବନ୍ଦର ଧ୍ଵଂସ ହୋଇଥିବା ଦରସାହୁ ନାହିଁ। ଏହା ସୁଡାନ ଦେଶର ଘଟଣା।: I am constantly searching online for articles that
-
kıbrıs medikal commented on ୧୯୯୯ ରେ ଚେଚନିୟାର ଗ୍ରୋଜନି ସହରରେର ଯୁଧ୍ୟ ଦୃଶ୍ୟକୁ ସମ୍ପ୍ରତି ସମୟରେ ରୁଷ-ୟୁକ୍ରେନ୍ ଯୁଧ୍ୟ ଦାବି ସହିତ ଭାଇରାଲ କରା ଯାଉଛି। : Podoktor | Kıbrıs ayak sağlığı Kıbrıs nasır bakımı
-
Maria Roberson commented on ଜଣେ ପାକିସ୍ତାନୀ ନ୍ୟୁଜ୍ ଆଙ୍କରଙ୍କ ପୁରୁଣା ଭିଡିଓ ଅପରେସନ ସିନ୍ଦୂର ସହିତ ଲିଙ୍କ୍ କରି ସେୟାର କରାଯାଇଛି: At the moment you see this note, picture your busi
-
binance commented on କ’ଣ ସ୍ଵାଧୀନତା ଦିବସ ସପ୍ତାହ ଅବସରରେ ଆରଏସଏସ କାର୍ଯ୍ୟକର୍ତ୍ତା ମାନେ ତିରଙ୍ଗା ସ୍ଥାନରେ ବିଜେପି ପାର୍ଟିର ପତକା ଉତ୍ତୋଳିତ କରି ଜାତୀୟ ସଙ୍ଗୀତ ଗାଉଛନ୍ତି? ଜାଣନ୍ତୁ ସତ୍ୟ। : Can you be more specific about the content of your
-
^Inregistrare Binance commented on ଦିଲ୍ଲୀ କୃଷକ ଆନ୍ଦୋଳନରେ ମଦ ବଣ୍ଟନ କରାଯାଉଛି କି?: Thanks for sharing. I read many of your blog posts