Tuesday, August 26, 2025

International

ଚୀନର ଏକ ସହରରେ ଅଗ୍ନିକାଣ୍ଡର ଭିଡିଓ କୁ ଇରାନ ମୋସାଦ ମୁଖ୍ୟାଳୟ ଉପରେ ଆକ୍ରମଣ କରୁଥିବା ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ଅଞ୍ଚଳରେ ନିଆଁ ଲାଗିଛି ଏବଂ ଆକାଶରେ ଘନ କଳା ଧୂଆଁ ଉଠୁଛି। ଭିଡିଓଟିକୁ ସେୟାର କରି ୟୁଜର୍ସମାନେ ଦାବି କରୁଛନ୍ତି ଯେ ଏହା ଇସ୍ରାଏଲର ମୋସାଦ ମୁଖ୍ୟାଳୟ ଉପରେ ଇରାନର ଆକ୍ରମଣ ପରେ ପରିସ୍ଥିତି। ପ୍ରକୃତରେ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସାମ୍ପ୍ରତିକ ବିବାଦକୁ ଦୃଷ୍ଟିରେ ରଖି, ଦାବି କରାଯାଇଛି ଯେ ଇରାନ ଆକ୍ରମଣ ପରେ, ଟେଲ୍ ଅଭିଭ ସହରରେ ଅବସ୍ଥିତ ଇସ୍ରାଏଲର ବିଦେଶୀ ଗୁଇନ୍ଦା […]

ସୋସିଆଲ ମିଡିଆରେ ଇରାନ ସରକାରଙ୍କ ବିରୋଧରେ ପୋଷ୍ଟ କରିବାରୁ ଜଣେ ଇରାନୀ ଯୁବକଙ୍କୁ ତାଙ୍କ ଝିଅ ସାମ୍ନାରେ ଫାଶି ଦିଆଯାଉଛି? ଜାଣନ୍ତୁ ସତ୍ୟତା।

ଗାଜାର ଏକ ପୁରୁଣା ଭିଡିଓକୁ ସମ୍ପ୍ରତି ସମୟରେ ଇରାନ-ଇସ୍ରାଏଲ୍ ଯୁଧ୍ୟ ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

ଆରବ ଦେଶର ଶାରଜାହ ସହରରେ ହୋଇଥିବା ଏକ ଅଗ୍ନିକାଣ୍ଡ ଭିଡିଓକୁ ରୁଷିଆ-ୟୁକ୍ରେନ୍ ଯୁଧ୍ୟ ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

ବ୍ୟାଙ୍କକର ଭୂମିକମ୍ପର ଭିଡିଓକୁ ମିଆଁମାରର ଦୃଶ୍ୟ ବୋଲି ଦାବି କରି ସେୟାର କରା ଯାଉଛି।

୨୦୧୯ ରେ ବାଲୁଚିସ୍ତାନ ମୁକ୍ତି ବାହିନୀ ସେନା, ପାକିସ୍ତାନ ଏବଂ ଚୀନକୁ ଧମକ ଦେଉଥିବା ଭିଡିଓକୁ ନିକଟ ଘଟଣା ଦାବି ସହିତ ସେୟାର କରା ଯାଉଛି।

Political

ବିଶାଳ ଭିଡ଼ର ଏହି ଭାଇରାଲ ଭିଡିଓଟି ବିହାରରେ ରାହୁଲ ଗାନ୍ଧୀଙ୍କ ରାଲି ସହିତ ଜଡିତ ନୁହେଁ।

୧୭ ଅଗଷ୍ଟ, ୨୦୨୫ ରେ ରାହୁଲ ଗାନ୍ଧୀ ବିହାରର ସାସାରାମ ରେ ଏକ ଭୋଟ ଅଧିକାର ଯାତ୍ରା ଆରମ୍ଭ କରିଥିଲେ। ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ବିହାରରେ ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ବିରୋଧ କରିବା। INDI ମେଣ୍ଟର ନେତାମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି। ୧୬ ଦିନିଆ ଏହି ଯାତ୍ରା ରାଜ୍ୟର ୨୦ ରୁ ଅଧିକ ଜିଲ୍ଲା ଦେଇ ଗତି କରିବ ଏବଂ ୧ ସେପ୍ଟେମ୍ବରରେ ପାଟନାରେ ଶେଷ ହେବ। ଏହି […]

ରାହୁଲ ଗାନ୍ଧୀ କୁକୁର ଖାଇଥିବା ବିସ୍କୁଟ୍ ନିଜ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଖାଇବାକୁ ଦେଇଥିବା ଦାବି ବିଭ୍ରାନ୍ତକାଇ ଅଟେ।

ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ସେ ଗୋଟିଏ ଜିପ୍ ଉପରେ ବସିଥିବା ସମୟରେ ତାଙ୍କ ସହିତ ଗୋଟିଏ କୁକୁର ମଧ୍ୟ ସେଠାରେ ଥିଲା। ରାହୁଲ ଗାନ୍ଧୀ ସେହି କୁକୁରକୁ ବିସ୍କୁଟ୍ ଖାଇବାକୁ ଦେଉଛନ୍ତି ଏବଂ ତା’ପରେ ସେ ସେହି ବିସ୍କୁଟ ଜଣେ ବ୍ୟକ୍ତିକୁ ଦେଉଛନ୍ତି।  ଦାବି କରା ଯାଉଛି ଯେ ରାହୁଲ ଗାନ୍ଧୀ କୁକୁର ଖାଇଥିବା ବିସ୍କୁଟ ଯେଉଁ ବ୍ୟକ୍ତିଙ୍କୁ ଦେଉଛନ୍ତି ସେ […]

Social

୯/୧୧ ରେ ଆମେରିକା ଉପରେ ହୋଇଥିବା ଆକ୍ରମଣର ଭିଡିଓକୁ ନିକଟରେ ରୁଷିଆରେ ଘଟିଥିବା ଭୂମିକମ୍ପ ଦାବି ସହିତ ସେୟାର କରା ଯାଉଛି

ଲୋକମାନେ ଭୟଭୀତ ହୋଇ, ପ୍ରାଣ ରକ୍ଷା କରିବା ପାଇଁ ଦୌଡ଼ୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ସେହି ସମୟରେ ଏକ ବିଶାଳ ଧୂଆଁ/ଧୁଳି ମଧ୍ୟ ଉଠିଥିଲା। ଦାବି କରା ଯାଉଛି ଯେ ଏହା ରୁଷିଆରେ ନିକଟରେ ହୋଇଥିବା ଭୂମିକମ୍ପର ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ୯/୧୧ ରେ ଆମେରିକା ଉପରେ ହୋଇଥିବା ଆକ୍ରମଣର ଭିଡିଓକୁ ନିକଟରେ ରୁଷିଆରେ ଘଟିଥିବା ଭୂମିକମ୍ପ ଦାବି […]

ଚେନ୍ନାଇ ବିମାନବନ୍ଦରର ପୁରୁଣା ଭିଡିଓକୁ ନିକଟରେ ମୁମ୍ବାଇ ବିମାନବନ୍ଦରର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା, ବିଶେଷକରି ମୁମ୍ବାଇ ରେ ଯାହା ଗତ ପାଞ୍ଚ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ବର୍ଷା ବୋଲି ଜଣା ପଡ଼ିଛି। ଲଗାତାର ବର୍ଷା ଯୋଗୁଁ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା। ଏହି ସମୟରେ ସୋସିଆଲ ମିଡିଆରେ ଏକ ବିମାନବନ୍ଦରରେ ବନ୍ୟା ଦୃଶ୍ୟର ଏକ ଭିଡିଓ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହା ନିକଟରେ ମୁମ୍ବାଇରେ ହୋଇଥିବା ବର୍ଷା ସମୟର ଭିଡିଓ […]

ଗେଟୱେ ଅଫ୍ ଇଣ୍ଡିଆରେ ଲହଡ଼ି ମାରୁଥିବାର ପୁରୁଣା ଭିଡିଓ ମୁମ୍ବାଇର ଏକ ସାମ୍ପ୍ରତିକ ଭିଡିଓ ଭାବରେ ଭାଇରାଲ ହେଉଛି।

ମୁମ୍ବାଇରେ ଲଗାତାର ପ୍ରବଳ ବର୍ଷା ଜାରି ରହିଥିଲା, ଯାହାଦ୍ୱାରା ବାସିନ୍ଦାଙ୍କ ସାଧାରଣ ଜୀବନଯାତ୍ରାକୁ ସମସ୍ଯା ହୋଇଥିଲା। ଆଇଏମଡି (ଭାରତ ପାଣିପାଗ ବିଭାଗ) ଏକ ଅରେଞ୍ଜ ଆଲର୍ଟ ଜାରି କରିଥିଲା, ଯେଉଁଥିରେ ମହାନଗରର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିଲା।  ଏହି ପ୍ରସଙ୍ଗରେ ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆରେ ବନ୍ୟା ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ ଗେଟୱେ ଅଫ୍ ଇଣ୍ଡିଆ ଉପରେ ଶକ୍ତିଶାଳୀ ଲହଡ଼ି […]

VERIFY IMAGES AND VIDEOS ON YOUR WHATSAPP

୯/୧୧ ରେ ଆମେରିକା ଉପରେ ହୋଇଥିବା ଆକ୍ରମଣର ଭିଡିଓକୁ ନିକଟରେ ରୁଷିଆରେ ଘଟିଥିବା ଭୂମିକମ୍ପ ଦାବି ସହିତ ସେୟାର କରା ଯାଉଛି

ବିଶାଳ ଭିଡ଼ର ଏହି ଭାଇରାଲ ଭିଡିଓଟି ବିହାରରେ ରାହୁଲ ଗାନ୍ଧୀଙ୍କ ରାଲି ସହିତ ଜଡିତ ନୁହେଁ।

ଚେନ୍ନାଇ ବିମାନବନ୍ଦରର ପୁରୁଣା ଭିଡିଓକୁ ନିକଟରେ ମୁମ୍ବାଇ ବିମାନବନ୍ଦରର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

ରାହୁଲ ଗାନ୍ଧୀ କୁକୁର ଖାଇଥିବା ବିସ୍କୁଟ୍ ନିଜ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଖାଇବାକୁ ଦେଇଥିବା ଦାବି ବିଭ୍ରାନ୍ତକାଇ ଅଟେ।

ଗେଟୱେ ଅଫ୍ ଇଣ୍ଡିଆରେ ଲହଡ଼ି ମାରୁଥିବାର ପୁରୁଣା ଭିଡିଓ ମୁମ୍ବାଇର ଏକ ସାମ୍ପ୍ରତିକ ଭିଡିଓ ଭାବରେ ଭାଇରାଲ ହେଉଛି।

Recent Fact Checks