International
ଚୀନର ଏକ ସହରରେ ଅଗ୍ନିକାଣ୍ଡର ଭିଡିଓ କୁ ଇରାନ ମୋସାଦ ମୁଖ୍ୟାଳୟ ଉପରେ ଆକ୍ରମଣ କରୁଥିବା ଦାବି ସହିତ ସେୟାର କରା ଯାଉଛି।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ଅଞ୍ଚଳରେ ନିଆଁ ଲାଗିଛି ଏବଂ ଆକାଶରେ ଘନ କଳା ଧୂଆଁ ଉଠୁଛି। ଭିଡିଓଟିକୁ ସେୟାର କରି ୟୁଜର୍ସମାନେ ଦାବି କରୁଛନ୍ତି ଯେ ଏହା ଇସ୍ରାଏଲର ମୋସାଦ ମୁଖ୍ୟାଳୟ ଉପରେ ଇରାନର ଆକ୍ରମଣ ପରେ ପରିସ୍ଥିତି। ପ୍ରକୃତରେ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସାମ୍ପ୍ରତିକ ବିବାଦକୁ ଦୃଷ୍ଟିରେ ରଖି, ଦାବି କରାଯାଇଛି ଯେ ଇରାନ ଆକ୍ରମଣ ପରେ, ଟେଲ୍ ଅଭିଭ ସହରରେ ଅବସ୍ଥିତ ଇସ୍ରାଏଲର ବିଦେଶୀ ଗୁଇନ୍ଦା […]
Political
ରାଜସ୍ଥାନର ଏକ ପୁରୁଣା ଭିଡିଓକୁ ନିର୍ବାଚନ ଫଳାଫଳ ପରେ ବିହାରରେ ବିଜେପି ଏବଂ ଇସିଆଇ ବିରୋଧରେ ପ୍ରତିବାଦର ଘଟଣା ଦାବି ସହିତ ସେୟାର କରା ଯାଉଛି।
୨୦୨୫ ବିହାର ବିଧାନସଭା ନିର୍ବାଚନରେ, NDA ୨୪୩ ଆସନରୁ ୨୦୨ ଟି ଜିତି ସ୍ପଷ୍ଟ ବିଜୟ ହାସଲ କରିଥିଲା। ଏହା ମଧ୍ୟରେ, ନିର୍ବାଚନ ଫଳାଫଳ ପରେ ବିହାରରେ ଭାରତୀୟ ନିର୍ବାଚନ କମିଶନ (ECI) ଏବଂ ବିଜେପି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ଦାବି କରି ଏକ ବିଶାଳ ଜନସମାବେଶର ଶୋଭାଯାତ୍ରାରେ ମଶାଲ ଧରି ଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା […]
ଆସାମର ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କର ଅନ୍ତିମ ଯାତ୍ରା ଭିଡିଓକୁ ବିହାରର ବିଜେପି ବିରୁଦ୍ଧରେ ପ୍ରଦର୍ଶନର ଦାବି ସହିତ ସେୟାର କରା ଯାଉଛି।
ରାସ୍ତାରେ ଲୋକଙ୍କର ଏକ ବିଶାଳ ସମାବେଶର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କର ଯାଉଛି ଯେ ବିହାରରେ NDA ସରକାର ନିର୍ବାଚନ ଜିତିବା ପରେ ଲୋକେ ଭୋଟ୍ ଚୋରୀ ଅଭିଯୋଗ ଆଣି ସରକାର ବିରୁଦ୍ଧରେ ପ୍ରଦର୍ଶନ କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଆସାମର ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କର ଅନ୍ତିମ ଯାତ୍ରା ଭିଡିଓକୁ ବିହାରର ବିଜେପି ବିରୁଦ୍ଧରେ ପ୍ରଦର୍ଶନର ଦାବି ସହିତ ସେୟାର କରା […]
Social
ପଶ୍ଚିମବଙ୍ଗର ଏକ ଫୋଟୋକୁ ଜର୍ମାନୀର ଗୁରୁକୁଲ ଆଶ୍ରମର ଫୋଟୋ ଦାବି ସହିତ ସେୟାର କରା ଯାଉଛି।
ତଳେ ବସି, ମୁଖରେ ହସ ନେଇ ଏବଂ କଦଳୀ ପାତ୍ରରେ ଭୋଜନ କରୁଥିବା କିଛି ଛୋଟ ପିଲାଙ୍କର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହା ଜର୍ମାନୀ ଦେଶରେ ଥିବା ଏକ ଗୁରୁକୁଳ ଆଶ୍ରମର ଫୋଟୋ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଜର୍ମାନୀ ଦେଶର ଫୋଟୋ ନୁହେଁ, ଏହା ପଶ୍ଚିମବଙ୍ଗର ଇସ୍କନ ଦ୍ୱାରା ପ୍ରତିଷ୍ଠିତ ଏକ ବୈଦିକ ଶିକ୍ଷାନୁଷ୍ଠାନର ଫୋଟୋ। କ’ଣ ଦାବି କରା […]
ଚନ୍ଦ୍ରପୁରର ଗେଷ୍ଟ ହାଉସ୍ ଅଞ୍ଚଳକୁ ବାଘ ଆକ୍ରମଣ କରିନାହିଁ….. ମିଥ୍ୟା ଦାବି ସହିତ AI ଭିଡିଓ ଭାଇରାଲ୍।
ଚନ୍ଦ୍ରପୁର ଜିଲ୍ଲାର ବ୍ରହ୍ମପୁରୀ ଗେଷ୍ଟ ହାଉସ୍ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ବାଘ ଆକ୍ରମଣ କରୁଥିବାର ଏକ ଭିଡିଓ ସିସିଟିଭିରେ କଏଦ ହୋଇଛି। ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଗେଷ୍ଟ ହାଉସ୍ ବାହାରେ ବସିଥିବା ସମୟରେ ବାଘ ଆକ୍ରମଣ କରି ତାଙ୍କୁ ଘୋଷାଡ଼ି ନେଇ ପଳାଉଛି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଟେକି ନେଲା ମହାବଳ ବ୍ରହ୍ମପୁରୀ ଫରେଷ୍ଟ ଗେଷ୍ଟ ହାଉସରେ ସିସିଟିଭି ରେକର୍ଡିଂ।” Facebook | […]
AI ବ୍ୟବହାର କରି ସୃଷ୍ଟି କରା ଯାଇଥିବା ଏକ ଭିଡିଓକୁ ମେଲିସା ବାତ୍ୟାର ଭିଡିଓ ଦାବି ସହିତ ସେୟାର କରା ଯାଉଛି।
ଅନ୍ତର୍ଜାତୀୟ ଖବର ରିପୋର୍ଟ ଅନୁଯାୟୀ, ସବୁଠାରୁ ଶକ୍ତିଶାଳୀ ଆଟଲାଣ୍ଟିକ ଘୂର୍ଣ୍ଣିବାତ୍ୟା ମଧ୍ୟରୁ ଗୋଟିଏ, ହରିକେନ୍ ମେଲିସା, ହାଇତି ଏବଂ ଜାମାଇକାରେ ପ୍ରବଳ କ୍ଷତି କରିଥିଲା ଏବଂ କ୍ୟୁବା ଆଡକୁ ଯାଇଥିଲା। ଏହି ପରିସ୍ଥିତିରେ, ଆମେରିକୀୟ ସୈନିକ ହରିକେନ୍ ମେଲିସାର କେନ୍ଦ୍ରକୁ ଯାଇ ଏକ ଭିଡିଓ ନେଇଥିଲେ। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଆକାଶରୁ ବାତ୍ୟାର ଭିଡିଓ ନିଆ ଯାଇଛି। ଦାବି କରା ଯାଇଛି ଯେ ଏହି ଭିଡିଓ ମେଲିସା ବାତ୍ୟାର […]

VERIFY IMAGES AND VIDEOS ON YOUR WHATSAPP



-
100 USDT алу шн тркелу commented on କ’ଣ ଭିଡିଓରେ ଆଘାତ ହୋଇ ରାସ୍ତାରେ ଚାଲୁ ଥିବା ବ୍ୟକ୍ତି ଶ୍ରୀଲଙ୍କାର ରକ୍ଷାମନ୍ତ୍ରୀ ଅଟନ୍ତି? ଜାଣନ୍ତୁ ସତ୍ୟ।: Thank you for your sharing. I am worried that I la
-
lüleburgaz şehir içi nakliyat commented on ରାଜସ୍ଥାନର ଏକ ପୁରୁଣା ଭିଡିଓକୁ ନିର୍ବାଚନ ଫଳାଫଳ ପରେ ବିହାରରେ ବିଜେପି ଏବଂ ଇସିଆଇ ବିରୋଧରେ ପ୍ରତିବାଦର ଘଟଣା ଦାବି ସହିତ ସେୟାର କରା ଯାଉଛି।: Pretty! This has been a really wonderful post. Man
-
lüleburgaz asansörlü nakliyat commented on ରାଜସ୍ଥାନର ଏକ ପୁରୁଣା ଭିଡିଓକୁ ନିର୍ବାଚନ ଫଳାଫଳ ପରେ ବିହାରରେ ବିଜେପି ଏବଂ ଇସିଆଇ ବିରୋଧରେ ପ୍ରତିବାଦର ଘଟଣା ଦାବି ସହିତ ସେୟାର କରା ଯାଉଛି।: This is really interesting, You’re a very skilled
-
lüleburgaz evden eve nakliyat fiyatları commented on ରାଜସ୍ଥାନର ଏକ ପୁରୁଣା ଭିଡିଓକୁ ନିର୍ବାଚନ ଫଳାଫଳ ପରେ ବିହାରରେ ବିଜେପି ଏବଂ ଇସିଆଇ ବିରୋଧରେ ପ୍ରତିବାଦର ଘଟଣା ଦାବି ସହିତ ସେୟାର କରା ଯାଉଛି।: This was beautiful Admin. Thank you for your refle
-
SUSPICIOUS_ADS_CLICK_HERE commented on ରାଜସ୍ଥାନର ଏକ ପୁରୁଣା ଭିଡିଓକୁ ନିର୍ବାଚନ ଫଳାଫଳ ପରେ ବିହାରରେ ବିଜେପି ଏବଂ ଇସିଆଇ ବିରୋଧରେ ପ୍ରତିବାଦର ଘଟଣା ଦାବି ସହିତ ସେୟାର କରା ଯାଉଛି।: canlı maç izle

