1 ସେପ୍ଟେମ୍ବରରୁ ସ୍କୁଲ ଖୋଲିବା ନେଇ ଭାଇରାଲ ହେଉଛି ମିଥ୍ୟା ଖବର ।
କୋରୋନା ସଂକ୍ରମଣ ଦିନ କୁ ଦିନ ବଢ଼ିବାରେ ଲେଗିଛି। ଏହି ସମୟରେ ସରକାର ସ୍କୁଲ-କଲେଜ ଖୋଲିବାକୁ ଚାହୁଁନାହାଁନ୍ତି। ସର୍ଭେରେ କେବଳ 33 ପ୍ରତିଶତ ଅଭିଭାବକ 1 ସେପ୍ଟେମ୍ବରରୁ ବିଦ୍ୟାଳୟ ଖୋଲିବାକୁ ରାଜି ହୋଇଛନ୍ତି। କୋଭିଡ -19 ମହାମାରୀ ହେତୁ ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି ଯେ, 1 ସେପ୍ଟେମ୍ବରରୁ ସାରା ଦେଶରେ ସ୍କୁଲ ଖୋଲାଯିବ। କିଛି ଲୋକ ଏହି ଖବରକୁ ସତ୍ୟ ଭାବରେ […]
Continue Reading