କ’ଣ ଏହି ଛୁଆର ମାଁ କୋରୋନା ଭାଇରସ ସଂକ୍ରମିତ ହେଇ ଇଟାଲୀରେ ନିଜ ପ୍ରାଣ ତ୍ୟାଗୀ ଥିଲେ? ଜାଣନ୍ତୁ ସତ୍ୟ କଣ।

25 ମାର୍ଚରେ ଜଣେ ଫ୍କେବୂକ ୟୁଜର ନିଜ ଏକାଉଣ୍ଟରେ ଗୋଟିଏ ଭିଡିଓ ପୋସ୍ତ କରି ଏହା କହିଛନ୍ତି ଯେ ଇଟାଲୀ ରେ ଗୋଟେ ଛୁଆ ଆକାଶକୁ ଚାହିଁ ତା ‘ମା’ କୁ ଡାକ ଛାଡୁଛି ! କିନ୍ତୁ ତା ମା କୋରନା ଭୂତାଣୁ ରେ ମୃତ୍ୟୁ ଘଟିଛି ।ଏଥିରୁ ଜଣାପଡୁଛି ମା ର ମୃତ ଶରୀର କୁ ସେ ପିଲାଟି ଦେଖିନାହିଁ ବା ଦେଖିବାକୁ ଦିଆଯାଇନାହିଁ । ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ […]

Continue Reading

ଭେନେଜୁଏଲର ବ୍ୟାଙ୍କ ଲୁଟ ଫୋଟୋକୁ ଇଟାଲୀର କୋରୋନା ସଂକ୍ରମଣରୁ ଅସହାୟ ଲୋକମାନେ ରାସ୍ତାକୁ ଟଙ୍କା ଫିଙ୍ଗିଥିବା ଦାବିରେ ଭାଇରାଲ କରାଯାଉଛି।

ଇଟାଲିରେ କୋରୋନା ସଂକ୍ରମଣର ସ୍ଥିତି ଦିନ କୁ ଦିନ ବିଗିଡ଼ିବାରେ ଲାଗିଛି। ଇଟାଲିକୁ ବିଶ୍ୱର ସ୍ୱାସ୍ଥ୍ୟରେ ପ୍ରଥମ ବୋଲି କୁହା ଯାଏ। କିନ୍ତୁ ଇଟାଲୀରେ କୋରୋନା ସଂକ୍ରମଣରେ ପିଡ଼ିତ ସଂଖ୍ୟା ଦିନ କୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଚାଇନା ପରେ ଇଟାଲୀରେ କୋରୋନା ସଂକ୍ରମଣର ସଂଖ୍ୟା ଅଧିକ ଦେଖିବାକୁ ମିଳିଛି। ଇଟାଲୀ ସରକାର ପୁରା ଦେଶକୁ ଲକଡାଉନରେ ରଖିଛନ୍ତି। ସ୍ଥତି ଖରାପ ଥିବା କାରଣରୁ ଲୋକଙ୍କ ଘରୁ ବାହାରିବା ବପଦ କାଳିନ ହୋଇ […]

Continue Reading

କ’ଣ ଇଜ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନୟାହୁ ଙ୍କୁ କୋରୋନା ନିଜ ଶିକାର ବନାଇଛି।? ଜାଣନ୍ତୁ ସତ୍ୟ।

Photo Credit: Times Of Israel କୋରୋନା ଭାଇରସ ର କୌଣସି ଚିକିତ୍ସା ବାହାରି ନଥିବାରୁ ବିଶ୍ଵ ସାରା ଲୋକେ ନିଜକୁ ସତର୍କ ରଖୁଛନ୍ତି। କିନ୍ତୁ ଏହା ଯଥେଷ୍ଟ ହେଉ ନାହିଁ। ଏତେ ସତର୍କତା ମଧ୍ୟରେ ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି ଓ ଅନେକ ଲୋକ ନିଜ ଜୀବନ ହରାଉଛନ୍ତି। କୋରୋନା ଗୋଟିଏ ଏପରି ରୋଗ ଯେଉଁଟା ଭେଦଭାବ ନକରି ସମସ୍ତ ବର୍ଗର ଲୋକଙ୍କୁ ହେଉଛି। ବର୍ତମାନ ସୋସିଆଲ ମିଡିଆରେ ଅନେକ ଦେଶର ନେତାଙ୍କୁ କୋରୋନା ଆକ୍ରାନ୍ତ […]

Continue Reading

କ’ଣ କୋରୋନା ଆଗରେ ଇଟାଲୀ କଲା ଆତ୍ମାସମର୍ପଣ? କ’ଣ ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତମାନ କେବଳ ଭଗବାନ ରକ୍ଷା କରି ପାରିବେ? ଜାଣନ୍ତୁ ସତ।

୨୫ ମାର୍ଚରେ ଏଭରଗ୍ରୀନ ଓଡିଆ ନାମକ ସାଇଟର ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ  ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି କି କୋରୋନା କୁ ନିୟନ୍ତ୍ରଣ କରିବା ଆମ ଦ୍ୱାରା ସମ୍ଭବ ହେଉନାହିଁ। ଭଗବାନଙ୍କ ଉପରେ ନିର୍ଭର କରେ ସେ ରଖିବେ କି ମାରିବେ। ଇଟାଲୀ ରେ କୋରୋନା ସଂକ୍ରମଣ ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଉନ୍ନତ ଚିକିତ୍ସା ବ୍ୟବସ୍ଥା ଥାଇ ମଧ୍ୟ କୋରୋନା ସଂକ୍ରମଣ ନିୟନ୍ତ୍ରଣ ରେ ବିଫଳ ହୋଇଛି ଇଟାଲୀ। ଆବଶ୍ୟକତା […]

Continue Reading

କ’ଣ ଇଟାଲୀ ର ପ୍ରଧାନମନ୍ତ୍ରୀ କୋରୋନା ର ଭୟାବହତା କୁ ଦେଖି କାନ୍ଦି ପକେଇଲେ? ଜାଣନ୍ତୁ ସତ।

ଏବେ ଦୁନିୟାରେ କୋରୋନା ବ୍ୟପୁଚି। ବର୍ତମାନ ସୁଧା ୩.୫ ଲକ୍ଷ ଲୋକଙ୍କୁ ସଂକ୍ରାମିତ କରି ସାରିଛି ଏହି ରୋଗ ଏବଂ ପ୍ରାୟ ୧୫୦୦୦ ଲୋକଙ୍କ ମୃତ୍ୟୁ ଘଟି ସାରିଛି। ଇଟାଲୀରେ ବର୍ତମାନ ସ୍ଥିତି ସାଂଘାତିକ ଅଟେ। ଏବେ ସୁଧା ଇଟାଲୀରେ ସର୍ବାଧିକ କୋରୋନା କେସ ଦେଖିବାକୁ ମିଳିଛି। ପ୍ରାୟ ୫୯,୦୦୦ ଲୋକ ଇଟାଲୀରେ ସଂକ୍ରାମିତ ହେଇଥିବା ସମୟରେ ୫୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଇଛି। ଇଟାଲୀରେ ଏପରି ସ୍ଥିତି ମଧ୍ୟ ହେଇ ଯାଇଛି ଯେ ଗୋଟିଏ […]

Continue Reading

କ’ଣ ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହି ବିମାନ? କ’ଣ ଏହି ବିମାନ ଏରିଆନା ଆଫଗାନ ଏୟାରଲାଇନ୍ସ ର ବିମାନ ଥିଲା? ଜାଣନ୍ତୁ ସତ।

୨୭ ଜାନୁଆରୀରେ ପବ୍ଲିକ ଭଏସ ନାମ ସାଇଟରେ ଏହା ଦାବିକରା ଯାଇଅଛି ଯେ ଆଫଗାନିସ୍ତାନର ପୂର୍ବ ଗଜନୀ ପ୍ରାନ୍ତରେ ସୋମବାର ଏହି ଦୁର୍ଘଟଣା ହୋଇଛି । ସୋମବାର ମଧ୍ୟାହ୍ନ ୧.୩୦ ମିନିଟରେ ଆଫଗାନିସ୍ତାନର ଏରିଆନା ଆଫଗାନ ଏୟାରଲାଇନ୍ସ କ୍ରାସ କରିଥିବା ସୂଚନା ମିଳିଛି । ଯେଉଁ ଅଞ୍ଚଳରେ ବିମାନଟି ଦୁର୍ଘଟଣାଗସ୍ତ ହୋଇଛି ସେଠାରେ ତାଲିବାନଙ୍କର ପ୍ରାର୍ଦୁଭାବ ଅଧିକ ରହିଛି । ତେବେ ଏହି ଦୁର୍ଘଟଣାରେ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଆଫଗାନିସ୍ତାନ […]

Continue Reading

କ’ଣ ପାକିସ୍ତାନର କିଛି ଅଂଶକୁ ଇମରାନ ଖାନ ଚୀନକୁ ବିକିବେ ବୋଲି କହିଛନ୍ତି? ଜାଣନ୍ତୁ ସତ।

୨୦ ଜାନୁଆରୀ ରେ ଓଡ଼ିଆ ଅନ୍ଲାଇନ ସାଇଟରେ ଛପି ଥିବା ଅଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଆର୍ଥିକ ଅନଟନ ଓ ଦରିଦ୍ରତା କାରଣରୁ ପାକିସ୍ତାନର କିଛି ଅଂଶ ବିକ୍ରି ହୋଇଯିବ। ସ୍ଥିତି ଏପରି ଅଛି ଯେ ଚୀନ ଆଗରେ ମୁଣ୍ଡ ନୂଆଇବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ। ରଣରେ ବୁଡି ରହିଥିବା ପାକିସ୍ତାନକୁ ଏହି ସଙ୍କଟରୁ ବାହାରିବା ପାଇଁ ଆଉ କୌଣସି ଉପାଏ ନାହିଁ। ସେଥିପାଇଁ ନିଜ ଦେଶର କିଛି ଅଂଶକୁ ବିକ୍ରି […]

Continue Reading

କ’ଣ ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମରିନଙ୍କ ନୂଆ ନିସ୍ପତି ଅନୁଯାୟି ସପ୍ତାହକୁ ୪ ଦିନ ଓ ଦିନକୁ ୬ ଘଣ୍ଟା କାମ କରିବେ କର୍ମଚାରୀ? ଜାଣନ୍ତୁ ସତ।

ଅଫିସ ଯାଉଥିବା ପ୍ରତ୍ୟେକ କର୍ମଚାରୀଚାରୀଙ୍କ ମନ‌ରେ ଏକ ବଡ଼ ‌କ୍ଷୋଭ ରହିଥାଏ। ଆଉ ସେଇଟି ହେଲା, ସପ୍ତାହକୁ ୬ଦିନ କାମ କରିବାକୁ ପଡ଼ୁଥିବା ବେଳେ ସାଙ୍ଗସାଥୀ ଓ ପରିବାର ଲୋକଙ୍କ ସହ ସମୟ ବିତାଇବା ପାଇଁ ସେମାନଙ୍କୁ ମାତ୍ର ଗୋଟେ ଦିନ ମିଳିଥାଏ।  ୬ ଜାନୁଆରୀ ରେ ପବ୍ଲିକ ଭଏସ ସାଇଟରେ ଏହା ଦାବି କରା ଯାଇଅଛି ଯେ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ଏବେ କର୍ମଚାରୀ ମାନଙ୍କୁ ସପ୍ତାହରେ ୪ ଦିନ କାମ କରିବାର ପ୍ରସ୍ତାବ ରଖିଥିବା ଜଣା […]

Continue Reading

କ’ଣ କେନିଆର ଲାମୁ ସହରର ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଛି ଅଳ-ଶବାବ? ଜାଣନ୍ତୁ ସତ।

୫ ଜାନୁଆରୀରେ କେ.ନ୍ୟୁଜ ରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ କେନିଆର ଲାମୁରେ ଥିବା ଆମେରିକା ଦୂତାବାସ ଉପରେ ସକାଳ ସମୟରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଆମେରିକାର ମିଲିଟାରୀ ଏୟାରକୋଷ୍ଟ ଓ ଗାଡି ନଷ୍ଟ ହୋଇଛି। ଏହି ଘଟଣା ପାଇଁ ନିଜକୁ ଦାଇ କରିଛି ଅଳ-କାଇଦା ସମର୍ଥିତ ଅଳ-ଶବାବ। KNews  | Archive ଏହି ପୋଷ୍ଟଟି କୁ ଫେସବୁକରେ ମାଢିଭାଇରାଲ କରା ଯାଇଅଛି।  Facebook  |  Archive ଏହି […]

Continue Reading

କେଉଁ କାରଣ ପାଇଁ ଚାଷୀ ଗାଈ ପେଟରେ କଣା କରିଥାନ୍ତି? କ’ଣ ଏହି ଘଟଣା ଆମେରିକାରେ ହେଉ ଥିବା ମିଳିଛି? ଜାଣନ୍ତୁ ସତ।

ସାଧାରଣତଃ ସବୁ ଦେଶରେ ଲୋକ ଗାଈ ପାଳି ଥାନ୍ତି, କାରଣ ଏମାନଙ୍କଠାରୁ କ୍ଷିର, ଦହି, ଓ ଘିଅ ଇତ୍ୟାଦି ମିଳିଥାଏ। ସେଥିପାଇଁ ଗାଈକୁ ଭଲ ଖାଇବାକୁ ଦେବା ମଧ୍ୟ ବହୁତ ଜରୁରୀ ହେଇଥାଏ। ଗାଈର ମହତ୍ଵ ଆଜି କାଲି ସମୟରେ ବହୁତ ଅଟେ।  23 ଡିସେମ୍ବରରେ କେ ନ୍ୟୁଜ ଓଡ଼ିଶା ସାଇଟରେ ଗୋଟିଏ ଅନୁଛେଦ ପୋଷ୍ଟ କରା ଯାଇଅଛି ଯେଉଁ ଥିରେ ଏହା ଦାବି କରା ଯାଇଅଛି ଯେ ଆମେରିକାରେ ସର୍ଜେରୀ ମାଧ୍ୟମରେ ଗାଈ ପେଟରେ ଏକ […]

Continue Reading

କ’ଣ କେନ୍ଦ୍ର ସରକାର ଓ ଅମିତ ଶାହଙ୍କ ଦ୍ଵାରା ନାଗରିକତା ସଂଶୋଧନ ଆଇନ କୁ ସମର୍ଥନ ଦେଇଛି ୟୁନାଇଟେଡ଼ ନେଶନ?

ବର୍ତମାନ ସମୟରେ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ସାରା ହଙ୍ଗାମା ଚାଲିଛି। ଏହି ଆଇନକୁ ନେଇ ଦେଶ ହିଂସାର ନିୟାରେ ଜଳୁଅଛି।  ୨୩ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଓଡ଼ିଶା ଖବର ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ ଯେଉଁ ଉଦ୍ଦେଶ୍ୟରେ ମୋଦି ସରକାର ନାଗରିକତା ସଂଶୋଧନ ଆଇନ ଲାଗୁ କରିଛନ୍ତି, ସେଥିରେ ବର୍ତମାନ ୟୁନାଇଟେଡ଼ ନେଶନ ମଧ୍ୟ ନିଜର ମଞ୍ଜୁରୀ ଦେଇ ସାରିଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା […]

Continue Reading