କ’ଣ ଇସ୍ରୋର ପ୍ରଜ୍ଞାନ ରୋଭର ଚନ୍ଦ୍ରରେ ଅଶୋକ ସ୍ତମ୍ଭର ଚିତ୍ର ଅଙ୍କନ କରିଛି? ଜାଣନ୍ତୁ ସତ୍ୟ।
ଚନ୍ଦ୍ରୟାନ -୩ ଚନ୍ଦ୍ରରେ ଅବତରଣ କରିବା ପରେ ପ୍ରଜ୍ଞାନ ରୋଭର ସେଠାରେ ଯାତ୍ରା କରିବ ଏବଂ ବୈଜ୍ଞାନିକ ଅନୁସନ୍ଧାନ ଏବଂ ସୂଚନା ସଂଗ୍ରହ କରିବ। ଏହି ସମୟରେ କୁହାଯାଉଛି ଯେ ଏହି ରୋଭରର ଚକରେ ଭାରତୀୟ ଜାତୀୟ ପ୍ରତୀକ ଅଶୋକସ୍ତମ୍ବର ଡିଜାଇନ୍ ରହିଛି ଏବଂ ଚନ୍ଦ୍ରରେ ଅବତରଣ ପରେ ଏହି ଡିଜାଇନ୍ ଚନ୍ଦ୍ର ପ୍ରୁଷ୍ଠରେ ଅଙ୍କନ ହୋଇଛି। ଏହାର ଗୋଟିଏ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା […]
Continue Reading