
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫୋଟୋରେ ଦାବି କରା ଯାଇଅଛି ଯେ ଏହି କ୍ଵାରେଣ୍ଟିଣ ସେଣ୍ଟର ର ଫୋଟୋ ବେଙ୍ଗାଲୁରୁର ଅଟେ। ଏହି ପୋଷ୍ଟରେ କୁହା ଯାଇଅଛି ଯେ ଏହି କ୍ଵାରେଣ୍ଟିଣ ସେଣ୍ଟରକୁ ହାଲୁକା ଏବଂ ବିନା ଲକ୍ଷଣ କୋଭିଡ୍-୧୯ ପଜିଟିଭ୍ ରୋଗୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା। ଏହା ମଧ୍ୟ ଦାବି କରା ଯାଇଥିଲା ଯେ ଏହା ଦେଶର ସବୁଠୁ ବଡ଼ କୋଭିଡ୍ କେୟାର ସେଣ୍ଟର ଅଟେ। କରଣାତାକା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିୟା ଯାଇଅଛି ଯେ ଏହି ସେଣ୍ଟରକୁ ବନ୍ଦ କରି ଦିଆଯିବ। ଏହାର ସୂଚନା ବେଙ୍ଗାଲୁରୁ ମାହାନଗର ନିଗମ ଆଦେଶରେ ଦିଆଯାଇଅଛି। ହାଲୁକା କୋରୋନା ଲହୟଣ ଓ ବିନା ଲକ୍ଷଣ ରୋଗୀଙ୍କୁ ବର୍ତମାନ ହୋମ୍ କ୍ଵାରେଣ୍ଟାଇନର ସୁବିଧା ଦିଆ ଯାଇଅଛି। ଏହି କାରଣରୁ ଏହି କୋଭିଡ୍ ସେଣ୍ଟରକୁ ରୋଗୀ ଆସୁ ନାହାନ୍ତି।

ଆନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଫୋଟୋର ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ଫୋଟୋ ସମ୍ବନ୍ଧିତ ଗୋଟିଏ ପତ୍ରିକାରେ ଅନୁଛେଦ ମିଳିଲା। ୧୯ ଜୁନ ରେ ଦି ହିନ୍ଦୁ ପତ୍ରିକାରେ ପ୍ରକାଶିତ ହେଇଥିବା ଏହି ଅନୁଛେଦରେ କୁହା ଯାଇଅଛି ଯେ କ୍ଵାରେଣ୍ଟାଇନ ସେଣ୍ଟର ରୁ ବାହାରିଲା ପରେ ରୋଗୀଙ୍କୁ ୧୪ ଦିନ ହୋମ୍ କେଆରେଣ୍ଟାଇନରେ ରହିବା ପାଇଁ ଗୃହ ମନ୍ତରାଳୟ ନିର୍ଦେଶ ଦେଇଛି। ଏହି ପତ୍ରିକାରେ ଦିଆ ଯାଇ ଥିବା ଫୋଟୋରେ କୁହା ଯାଇଅଛି ଯେ ଏହି ଫୋଟୋ ଆସାମର ସରୁସୁଜୟ ଷ୍ଟେଡିୟମ କୁ କ୍ଵାରେଣ୍ଟାଇନ ସେଣ୍ଟର କରା ଯାଇଅଛି।

ଏହା ପରେ ଆମେ ୟୁଟ୍ୟୁବରେ ଯାଇ ଏହି ବିଷୟରେ ସର୍ଚ କରିଲୁ। ଏସଆରସିଏଚ କରିଲା ପରେ ଆମେ ଆମକୁ ୩୦ ମାର୍ଚ ୨୦୨୦ ରେ ନର୍ଥ ଇଷ୍ଟ ଲାଇଭ ନାମକ ଚ୍ୟାନାଲରେ ଏହି କ୍ଵାରେଣ୍ଟାଇନ ସେଣ୍ଟର ବ୍ବିଶୟରେ କୁହା ଯାଇଥିବା ମିଳିଲା। କରୋନା ସହ ଲଢେଇ କରିବା ପାଇଁ ଆସାମ ସମସ୍ତ ରାଜ୍ୟ ପାଇଁ ଗୋଟିଏ ଉଧାରଣ ହେଇଛି। ସାରୁସଜାଇ ଷ୍ଟେଡିୟମରେ କ୍ଵାରେଣ୍ଟାଇନ ସେଣ୍ଟର କାମ ସାରିବା ଉପରେ ଅଛି। ଏହି କ୍ଵାରେଣ୍ଟାଇନ ସେଣ୍ଟରରେ ୭୦୦ ରୋଗୀଙ୍କ ଚିକିଟା ପାଇଁ ଶୁବୁଢା ଅଛି। କିଛି ଦିନ ମଧ୍ୟରେ ଏହି କ୍ଵାରେଣ୍ଟାଇନ ସେଣ୍ଟର କାର୍ଯ୍ୟକ୍ଷମ ହେବ। ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଏହି କ୍ଵାରେଣ୍ଟାଇନ ସେଣ୍ଟର କାମ ଦେଖ ରେଖ କରୁଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରାଣ ହେଲା ଯେ ପୋଷ୍ଟ କରା ଯାଇଥିବା କ୍ଵାରେଣ୍ଟାଇନ ସେଣ୍ଟର ଫୋଟୋ ଆସାମଏ ସାରୁସଜାଇ ଷ୍ଟେଡିୟମରେ ସ୍ଥିତ ଅଛି। ପୋଷ୍ଟରେ ଏହା ବେଙ୍ଗାଲୁରୁର ଫୋଟୋ ଥିବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।

Title:କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ବେଙ୍ଗାଲୁରୁ କ୍ଵାରେଣ୍ଟିଣ ସେଣ୍ଟର ର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False