ଆସାମର ଏକ ବିଦ୍ୟାଳୟରେ ଅଜାନ ପଢୁଥିବା ଏହି ଭିଡିଓକୁ ଝାରଖଣ୍ଡର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବିଦ୍ୟାଳୟରେ କିଛି ଛାତ୍ରଛାତ୍ରୀ ମାନେ ଅଜାନ ପଢୁଥିବା ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଏହି ଘଟଣା ଝାରଖଣ୍ଡ ରାଜ୍ୟର ଅଟେ।  ଭିଡିଓରେ କୁହା ଯାଇଛି ଯେ ଝାରଖଣ୍ଡର ଏକ ଗାଁରେ ମୁସଲିମ ଜନସଂଖ୍ୟା ୭୫% ହେଇଥିବା କାରଣରୁ ସେଠିକାର ବିଦ୍ୟାଳୟ ଗୁଡ଼ିକରେ ହିନ୍ଦୁ ଛାତ୍ରଛାତ୍ରୀ ମାନଙ୍କୁ ଜବରଦସ୍ତି ଅଜାନ ପଢାଇବା ପାଇଁ କୁହା ଯାଉଛି। ଦେଶରେ ଇସ୍ଲାମିକ ରାଜ୍ୟ […]

Continue Reading

ବନ୍ୟା ପାଣିରେ ଭାସିଜାଉଥିବା ଛୁଆଙ୍କୁ ଜଣେ ଯୁବକ ବଞ୍ଚାଇବାର ଏହି ଖବର ଆସାମର ନୁହେଁ।

ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରାଯାଇ ଦାବି କରାଯାଇଛି ଯେ, ଆସାମର ବାତ୍ୟାରେ ଜଣେ ଜୁବକ ଦୁଇ ଜଣ ଛୁଆକୁ ବଞ୍ଚାଉଥିବାର ଦେଖାଯାଉଛି। ପୋଷଟ ସହିତ ଦାବି କରାଯାଇଛି ଯେ, ଭାଇରାଲ ଭିଡିଓ ଆସାମ ବତ୍ୟାର ଅଟେ।  Sharechatରେ ଭାଇରାଲ ପୋଷ୍ଟ ସେୟାର କରାୟାଇ ଦାବି କରାଯାଇଛି ଯେ, ଆସାମର ବନ୍ୟାରେ ଦୁଇଟି ପିଲା ଭାସିଯାଉଥିବା ବେଳେ ଜଣେ ଯୁବକ ତାଙ୍କୁ ବଞ୍ଚାଇଛନ୍ତି। ଆମ ଅନୁସନ୍ଧାନ ପୂର୍ୂରୁ ପୋଷ୍ଟକୁ ଅନେକ ସେୟାର କରାଯାଇଛି। ତଳେ ଲିଙ୍କ […]

Continue Reading

ଇଣ୍ଡୋନେସିଆରେ ବ୍ରିଜ ଭୁଶୁଡ଼ିବା ଭିଡିଓକୁ ଆସାମର କହି ଭାଇରାଲ କରା ଯାଉହୋଇଛି ।

ଆସାମରେ ପ୍ରବଳ ବନ୍ୟାରେ 4 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି, ମୌସୁମୀ ପୂର୍ବ ବର୍ଷା ଯୋଗୁଁ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଅଧିକାରୀମାନେ ଚେତାବନୀ ଦେଇଛନ୍ତି। ଏହା ମଧ୍ୟରେ ବର୍ଷା ହେତୁ ଆସାମରେ ଏକ ବ୍ରିଜ ଭୁଶୁଡ଼ି ପଡ଼ିଥିବାର ଭିଡିଓରେ ସୋସିଆଲ ମିଡିଆରେ ଏକ ବ୍ରିଜ ଭୁଶୁଡ଼ିବାର ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ରୁପରେ ଭାଇରାଲ ହେଉଛି।  ଭାଇରାଲ ଭିଡିଓ ଆମକୁ ହ୍ୱାଟ୍ସ ଆପରେ ସେୟାର କରାଯାଇ ଲେଖା ଯାଇଛି ଯେ, ଲଗାତାର […]

Continue Reading

କ’ଣ ଫୋଟୋରେ ଥିବା ବ୍ୟକ୍ତି ଆସାମର କଂଗ୍ରେସ ନେତା ଅମଜାଦ ଅଲ୍ଲୀ ଯାହାକୁ ଆସାମ ପୋଲିସ ବନ୍ଧୁକ ଏବଂ ବୋମା ସହିତ ଗିରଫ କରିଛି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦୁଇଟି ଫୋଟୋ ଅଛି। ପ୍ରଥମ ଫୋଟୋରେ ଆପଣ ଦେଖି ପାରିବେ ଯେ କିଛି ପୋଲିସ ଅଧିକାରୀ ଜଣେ ଉସଲମାନ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି ଏବଂ ଦ୍ଵିତୀୟ ଫୋଟୋରେ କିଛି ଫଳ ବସ୍ତା ସହିତ ବୋମା ଏବଂ ବନ୍ଧୁକ ଗୋଳି ଅଛି। ପୋଷ୍ଟ ଦାବି ଅନୁଯାୟୀ ବୋମା ଏବଂ ଗୋଳି ସହିତ ଗ୍ରାଫ ହେଇଥିବା ବ୍ୟକ୍ତି ଆସାମ କଂଗ୍ରେସ ଦଳ ନେତା ଅମଜାଦ ଅଲ୍ଲୀ ଅଟନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

ପ୍ରିୟାଙ୍କା ଗାନ୍ଧୀଙ୍କ ଅସଲି ଭିଡିଓକୁ କ୍ଲିପ୍ କରି ଭୁଲ ପ୍ରସଙ୍ଗ ସହିତ ଭାଇରାଲ କରା ଯାଇଅଛି। ପୁରା ସତ୍ୟତା ଜାଣନ୍ତୁ।

ମିଥ୍ୟା ଦାବି ସହିତ ରାଜନେତାଙ୍କ କ୍ଲିପ୍ ଭିଡିଓ ପ୍ରାୟତ ଇଣ୍ଟର୍ନେଟ୍ ରେ ଭାଇରାଲ ହୋଇଥିବା ମିଳେ। ବର୍ତ୍ତମାନ ସମୟରେ ପ୍ରିୟାଙ୍କା ଗାନ୍ଧୀଙ୍କ ଆସାମର ଲଖ୍ମିପୁର ଅଞ୍ଚଳ ଗ୍ରସ୍ତ ସମୟର ଗୋଟିଏ ଭିଡିଓ କ୍ଲିପ୍ ଭାଇରାଲ ହେଇ ଚର୍ଚାର ବିଷୟ ପାଲଟିଛି ଯେଉଁଥିରେ ସେ ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ରଣନୀତି ପ୍ରକାଶ କରୁଛନ୍ତି।  ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ଏହି ଭିଡିଓରେ ପ୍ରିୟାଙ୍କା ଗାନ୍ଧୀ […]

Continue Reading

ଆସାମରେ ଦଳିତ ରିକ୍ସାବାଲାର ରିକ୍ସା ଭାଙ୍ଗୀ ଦିଆଯିବା ଦାବିରେ ଭାଇରାଲ ହେଉଥିବା ଫଟୋ ବାଙ୍ଗଲାଦେଶର ଅଟେ ।

ଦେଶରେ ଦଳିତମାନଙ୍କୁ ନେଇ ଚାଲିଥିବା ବିବାଦ କୁ ସୋସିଆଲ ମିଡିଆରେ ଆଲୋଚନା ଏବଂ ଚର୍ଚ୍ଚା କରାଯାଉଛି। ଏହାକୁ ନେଇ ଅଲଗା ଅଲଗା ଫଟୋ ଏବଂ ଭିଡିଓ ଭିନ୍ନ ଭିନ୍ନ ଦାବିରେ ଭାଇରାଲ କରାଯାଉଛି। ଏହା ପରି କିଛି ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ବ୍ୟକ୍ତି କାନ୍ଦୁଥିବାର ଦେଖା ଯାଉଛି। ଏବଂ ଅନ୍ୟ ଏକ ଫଟୋରେ ବ୍ୟକ୍ତିର ଫଛରେ ରିକ୍ସାକୁ ଭାଙ୍ଗି ଟ୍ରକରେ ପକାଯାଉଥିବାର ଦେଖା ଯାଇଛି। ଫଟୋ ସହ ଦାବି କରାଯାଉଛି ଯେ, ଆସାମରେ ଜଣେ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ବେଙ୍ଗାଲୁରୁ କ୍ଵାରେଣ୍ଟିଣ ସେଣ୍ଟର ର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫୋଟୋରେ ଦାବି କରା ଯାଇଅଛି ଯେ ଏହି କ୍ଵାରେଣ୍ଟିଣ ସେଣ୍ଟର ର ଫୋଟୋ ବେଙ୍ଗାଲୁରୁର ଅଟେ। ଏହି ପୋଷ୍ଟରେ କୁହା ଯାଇଅଛି ଯେ ଏହି କ୍ଵାରେଣ୍ଟିଣ ସେଣ୍ଟରକୁ ହାଲୁକା ଏବଂ ବିନା ଲକ୍ଷଣ କୋଭିଡ୍-୧୯ ପଜିଟିଭ୍ ରୋଗୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା। ଏହା ମଧ୍ୟ ଦାବି କରା ଯାଇଥିଲା ଯେ ଏହା ଦେଶର ସବୁଠୁ ବଡ଼ କୋଭିଡ୍ କେୟାର ସେଣ୍ଟର ଅଟେ। କରଣାତାକା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ଏହି ବର୍ଷ ଆସାମ ରେ ଆସିଥିବା ବନ୍ୟାର ଅଟେ? ଜାଣନ୍ତୁ ସତ୍ୟ।

୨୨ ଜୁଲାଇ ରେ ଜଣେ ଫେସବୁକ ୟୁଜର ଓଡ଼ିଆ ଭାରି ବଢିୟା ନାମକ ଫେସବୁକ ଗ୍ରୁପ ରେ କିଛି ଫୋଟୋ ପୋଷ୍ଟ କରି ଦାବି କାରୋଛନ୍ତି ଯେ ଏହି ଫୋଟୋ ଗୁଡ଼ିକ ଏହି ବର୍ଷ ଆସାମ ରେ ଆସିଥିବା ବନ୍ୟାର ଫୋଟୋ ଅଟେ। ଏହି ପୋଷ୍ଟରେ କୁହା ଯାଇଅଛି ଯେ କିଛି ଲୋକେ ବନ୍ୟା ଜଳରୁ ଅଳ୍ପ କିଛି ଚାଷରୁ ଅମଳ ଧାନ, ଘରୋଇ ସାମଗ୍ରୀ ଏବଂ ଗୃହ ପାଳିତ ପଶୁଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ […]

Continue Reading

କ’ଣ ତେନ୍ଦୁଆ ଏବଂ ଗାଈ ପରସ୍ପର ପ୍ରେମ କରୁଥିବା ଫୋଟୋ ଆସାମ ରାଜ୍ୟର। ଜାଣନ୍ତୁ ସତ୍ୟ।

୧୨ ଜୁଲାଇ ୨୦୨୦ ରେ ଓଡ଼ିଆ ପୁଅ ଝିଅ ନାମକ ଗୋଟିଏ ଫେସବୁକ ଗ୍ରୁପ ନିଜ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତିଇ। ଏହି ଫୋଟୋରେ ଦେଖିବା କୁ ମିଳିଛି ଯେ ଗୋଟିଏ ତେନ୍ଦୁଆ ରାତ୍ରି ସମୟରେ ଗାଈ ପାଖକୁ ଆସିଛି। ଏହହୀ ଫୋଟୋରେ ଦୁଇ ପଶୁଙ୍କ ମଧ୍ୟ ରେ ଥିବା ପ୍ରେମ ଦେଖିବା କୁ ମିଳିଛି।  Facebook | Archive ଏହି ଖବର ଟୁଇଟର ରେ ମଧ୍ୟ ଭାଇରାଲ ହେଉଛି। ୧୧ ଜୁଲାଇ ରେ ଜଣେ ଟୁଇଟର […]

Continue Reading

କ’ଣ ଭୁଟାନ ନିଜ ଦେଶରୁ ଭାରତର ଆସାମ ରାଜ୍ୟ କୁ ଆସୁଥି ନଇ ପାଣି ଅଟକାଇ ଦେଇଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ପଡ଼ୋଶୀ ଦେଶ ଗୁଡ଼ିକ ସହିତ ଭାରତର ସମ୍ପର୍କ ଠିକଠାକ ନାହିଁ । ଗୋଟିଏ ପକ୍ଷରେ ଚୀନ୍ ସହ ସୀମା ବିବାଦ ତ ଅନ୍ୟ ପକ୍ଷରେ ନେପାଳ ସହିତ ନକ୍ସା ବିବାଦ । ପୁଣି ଏବେ ଚୀନ୍ ଏବଂ ନେପାଳ ପରେ ପରେ ଭୁଟାନ ମଧ୍ୟ ଭାରତ ପାଇଁ ସମସ୍ୟା ସୃଷ୍ଟି କରିଛି । କିଛି ମିଡିଆ ରିପୋର୍ଟରେ ଏହି ଦାବି କରାଯାଇଛି ଯେ, ଭୁଟାନ ଏବେ ଆସାମରେ ଅସୁଥିବା ପାଣିକୁ ରୋକିଦେଇଛି, ଏଥିରେ ରାଜ୍ୟର ବକ୍ସା […]

Continue Reading